କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ ଭାଇରାଲ, ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବିବାଦୀୟ ମନ୍ତବ୍ୟରୁ ପୁଣି ତେଜିଛି ରାଜନୀତି । ପୂର୍ବ ଭାରତରେ ଲୋକେ ଚୀନାଙ୍କ ଭଳି ଦେଖାଯାଆନ୍ତି, ପଶ୍ଚିମ ଭାରତର ଲୋକେ ଆରବବାସୀଙ୍କ ଭଳି, ଉତ୍ତର ଭାରତର ଲୋକେ ଶ୍ୱେତାଙ୍ଗଙ୍କ ଭଳି ଏବଂ ଦକ୍ଷିଣ ଭାରତର ଲୋକେ ଆଫ୍ରିକୀୟଙ୍କ ଭଳି ଦେଖାଯାଉଥିଲେ ବି ଆମେ ସମସ୍ତେ ଭାଇଭଉଣୀ ଭଳି ରହୁ ବୋଲି…