ସୁଆଁ ଚାଉଳରେ ରହିଛି ଅନେକ ଔଷଧୀୟ ଗୁଣ, ଡାଇବେଟିସ୍ଠୁ ଆରମ୍ଭ କରି ମୋଟାପଣ ଯାଏଁ ସବୁଥିରୁ ଦିଏ ମୁକ୍ତି
ପ୍ରାୟତଃ ପୂଜା ଉପବାସରେ ଲୋକମାନେ ସୁଆଁ ଚାଉଳର ପଲଉ, ଖେଚୁଡ଼ି ଓ ଖିରି ଆଦି ଖାଇଥାନ୍ତି। କିନ୍ତୁ ବୋଧେ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଏହି ଛୋଟ ଛୋଟ ଦାନା ଥିବା ଚାଉଳ ଅନେକ ରୋଗରୁ ବି ମୁକ୍ତି ଦେବାରେ ସହାୟକ ହେବ। ସୁଆଁ ଚାଉଳକୁ ଦେଶରେ ମୋରଧନ, ଭଗର, ସମା ଚାଉଳ ବୋଲି ମଧ୍ୟ କୁହାଯାଏ।…