ବୁର୍ଲା ଭିସୁଟ ଛାତ୍ରୀଙ୍କୁ ନିର୍ଯାତନା ଘଟଣା, ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ
ସମ୍ବଲପୁର: ବୁର୍ଲା ଭିସୁଟ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଜେଲ ଗଲା ଛାତ୍ର । ଅଭିଯୁକ୍ତକୁ ଗିରଫ କରି ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୋଗ ଅନୁସାରେ ଭିସୁଟର ଜଣେ ଛାତ୍ରୀଙ୍କୁ ଜଣେ ଶେଷ ବର୍ଷର ଛାତ୍ର ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ବିଟେକ ଶେଷ ବର୍ଷ…