ସମାଜର ଶତବାର୍ଷିକୀରେ ଯୋଗ ଦେଇ ଗଣମାଧ୍ୟମକୁ ପରାମର୍ଶ ଦେଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, କହିଲେ ‘ଜନସ୍ୱାର୍ଥକୁ…
ଭୁବନେଶ୍ବର(କେନ୍ୟଜ୍): ଜନସ୍ୱାର୍ଥକୁ ଗୁରୁତ୍ୱ ଦେଉ ଗଣମାଧ୍ୟମ। ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏବେ ଗଣମାଧ୍ୟମରେ ପ୍ରତିଯୋଗିତା ବଢିଗଲାଣି। ହେଡଲାଇନ୍ ଡେଡଲାଇନ୍ ନହେଉ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । କଟକରେ ଦୈନିକ ଓଡ଼ିଆ ଖବର କାଗଜ ସମାଜର…