ସମଲେଇ ପ୍ରକଳ୍ପ ଲୋକାର୍ପଣ ଦିନ ବନ୍ଦ ରହିବ ସ୍କୁଲ ଓ କଲେଜ, ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର (କେନ୍ୟୁଜ): ଆସନ୍ତା ୨୭ରେ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି । ସମଲେଇ ପ୍ରକଳ୍ପ ଲୋକାର୍ପଣ ଦିନ ବନ୍ଦ ରହିବ ସ୍କୁଲ ଓ କଲେଜ । ଏନେଇ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୭ରେ ଚତୁର୍ଥ ଶନିବାର ଯୋଗୁ ସେ ଦିନ ସମସ୍ତ ସରକାରୀ ଅଫିସ ବି ବନ୍ଦ ରହୁଛି ।…