ସମୟ ଥିଲା ଦିନରେ ଥରେ ଖାଇ ବିତାଉଥିଲେ ଜୀବନ, ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ
ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କୁ କିଏ ବା ନଜାଣେ । ଅନେକ ନାମୀ କଳାକାରଙ୍କ ମଧ୍ୟରେ ସେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସୁନ୍ଦର ଅଭିନୟ ସହ ନିଜ ଷ୍ଟାଇଲସ ଲୁକ ପାଇଁ ଫ୍ୟାନ୍ସମାନେ ତାଙ୍କୁ ଖୁବ ପସନ୍ଦ କରନ୍ତି । ବର୍ତ୍ତମାନ କୋଟି କୋଟି ଟଙ୍କାର…