ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ବାପାଙ୍କ ଦେହାନ୍ତ, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ
ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ବାପା ଜୋସେଫ ପ୍ରଭୁଙ୍କର ଦେହାନ୍ତ ହୋଇଯାଇଛି । ଅଭିନେତ୍ରୀ ଏହି ଦୁଃଖଦ ଖବର ତାଙ୍କ ସୋସିଆଲ ମିଡିଆରେ ଭଙ୍ଗା ହୃଦୟ ସହ ପୋଷ୍ଟ କରିଥିଲେ । ସେ ନିଜ ଇନଷ୍ଟାଗ୍ରାମରେ ଥିବା ଷ୍ଟୋରି ମାଧ୍ୟମରେ ସମସ୍ତଙ୍କୁ ଏହି ଖବର ଜଣାଇଥିଲେ ।
ଯେତେବେଳେ ଏହି…