ନିଜକୁ କାହିଁକି ମାରିଲେ ସମ୍ବଲପୁରର ବିଶିଷ୍ଟ ଡାକ୍ତର ଯତୀନ୍ଦ୍ର ମୋହନ ପୂଜାରୀ, ସୁଇସାଇଡ ନୋଟ ଜବତ
ସମ୍ବଲପୁର (କେନ୍ୟୁଜ): ୮୬ ବର୍ଷ ବୟସରେ ଡାକ୍ତରଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଛନ୍ତି ସମ୍ବଲପୁରର ବିଶିଷ୍ଟ ଡାକ୍ତର ଯତୀନ୍ଦ୍ର ମୋହନ ପୂଜାରୀ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ୍ ।
ସୁଇସାଇଡ ନୋଟରେ ଲେଖାଯାଇଛି ‘କ୍ଷମା କରିଦେବ’। ଯତୀନ୍ଦ୍ରଙ୍କ ପୁଅ ବାହାରେ…