Browsing Tag

sambalpur dig

କଣ୍ଟାବାଞ୍ଜି ଜେଲରଙ୍କ ଅଡ଼ିଓ ଭାଇରାଲ ଘଟଣାର ତଦନ୍ତ କରିବେ ସମ୍ବଲପୁର ଜେଲ DIG

ବଲାଙ୍ଗିର(କେନ୍ୟୁଜ୍): ଜୀବିତ ହେଉ କି ମୃତ ହେଉ ମତେ ତାର ମୁଣ୍ଡ ଦରକାର । ତାକୁ ଜେଲ ଧରିକି ଆସ ମୁଁ ଦେଖିବି । ଏଭଳି ଏକ ଅଡିଓ  ଭାଇରାଲ ହେଲା । ଅଡିଓରେ  କଣ୍ଟାବାଞ୍ଜି ଜେଲର ବିକାଶଲତା ବାରୁ ଏବଂ କଣ୍ଟାବାଞ୍ଜିର ଜଣେ ୱେବ ପୋର୍ଟାଲ ସାମ୍ବାଦିକ କଥାବାର୍ତ୍ତା ହେଉଥିବା ଅଡିଓ  ଭାଇରାଲ ହେବ…