Browsing Tag

Sambalpur forest

ସମ୍ବଲପୁର ଜଙ୍ଗଲରେ କମ୍ବିଂ ଅପରେସନ ଜୋରଦାର, ମାଓବାଦୀଙ୍କୁ ଠାବ କରୁଛି ଡ୍ରୋନ୍

ସମ୍ବଲପୁର: ସମ୍ବଲପୁର ଜଙ୍ଗଲପରେ ଚାଲିଛି ସର୍ଚ୍ଚ ଅପରେସନ । ଜଙ୍ଗଲରେ ମାଓବାଦୀଙ୍କୁ ଖୋଜୁଛନ୍ତି ସୁରକ୍ଷା ବାହିନୀ । ଦୁଇ ଦିନ ହେଲା ଜୋରଦାର ଚାଲିଛି କମ୍ବିଂ ଅପରେସନ । ସମ୍ବଲପୁର-ସୋନପୁର ପଟୁ ମାଓବାଦୀଙ୍କୁ ଘେରାବନ୍ଦୀ କରିଛି ପୋଲିସ । ଜଙ୍ଗଲ ଭିତରେ ମାଓବାଦୀଙ୍କୁ ଖୋଜୁଛି ଡ୍ରୋନ ।…