Browsing Tag

sambalpur news

ସମ୍ବଲପୁର: ବର୍ଜ୍ୟବସ୍ତୁ ପରିଚାଳନାର ସଫଳତା, ସହର ହେଉଛି ସ୍ୱଚ୍ଛ ଲୋକଙ୍କୁ ମିଳୁଛି ଖତ

ସମ୍ବଲପୁର (କେନ୍ୟୁଜ୍‌) : ସମ୍ବଲପୁର ସହରକୁ ସଫାସୁତରା ରଖିବା ପାଇଁ ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ୧୧ଟି ସ୍ଥାନରେ ବଜ୍ୟର୍ବସ୍ତୁ ପରିଚାଳନା କେନ୍ଦ୍ର। ଏହି କେନ୍ଦ୍ର ମାନଙ୍କରେ ନିୟୋଜିତ କରାଯାଇଛି ମହିଳା ଏସଏଚଜି ବା ସ୍ୱଚ୍ଛ ସାଥିମାନଙ୍କୁ। ସହର ସାରା ମଇଳା ଏହି କେନ୍ଦ୍ରମାନଙ୍କୁ…

ବାପରେ କି ମାଡ! ବିଚ୍ ରାସ୍ତାରେ କଲେଜ ଛାତ୍ରୀଙ୍କୁ ଚାପୁଡା ଉପରେ ଚାପୁଡା ମାରିଲେ ଯୁବକ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ଧମା ଥାନା ଅଞ୍ଚଳର  ରାସ୍ତା କଡ଼ରେ ଜଣେ କଲେଜ ଛାତ୍ରୀଙ୍କୁ ଜଣେ ଯୁବକଙ୍କ ଦ୍ୱାରା ମାଡ଼ ମରାଯିବା ବେଳର ଭିଡିଓ ଭାଇରାଲ୍। ସଂଖ୍ୟାଧିକ ଛାତ୍ରଛାତ୍ରୀ କଲେଜରୁ ବାହାରି ବସଷ୍ଟାଣ୍ଡକୁ ଆସୁଥିବା ସମୟରେ ଘଟିଛି ଏହି ଘଟଣା । କଲେଜ ଓ ଗ୍ରୀଡ ମଝି ଅଞ୍ଚଳରେ ଜଣେ…

ସମ୍ବଲପୁରରୁ ଜଣେ ନାବାଳିକାଙ୍କୁ ଅପରହଣ କରି ଟଙ୍କା ମାଗିବା ଘଟଣା, ୩ ଅଭିଯୁକ୍ତ ଗିରଫ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ରେଙ୍ଗାଲି ଥାନା ଅଂଚଳରୁ ଜଣେ ନାବାଳିକାଙ୍କୁ ଅପରହଣ କରି ଟଙ୍କା ମାଗିବା ଅଭିଯୋଗରେ ୩ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଭରତ ନାଏକ, ସାରଙ୍ଗ ନାଏକ, ରାଜେନ୍ଦ୍ର ଧୁରୁଆ । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ୨ଟି ଟିିମ ଗଠନ କରିଥିଲା । କୁଚିଣ୍ଡା ସ୍ଥିତ…

ଏମିତି ବି ଆସେ ମୃତ୍ୟୁ: କୂଅ ଉପରେ ବସି ଗପୁଥିବାବେଳେ ଖସିପଡିଲେ ୨ ଭାଇ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ସମ୍ବଲପୁର(କେନ୍ଯୁଜ୍): ଏମିତି ବି ଆସେ ମୃତ୍ୟୁ। କୂଅ ଉପରେ ବସି ଗପୁଥିବାବେଳେ ଖସିପଡିଲେ ୨ ଭାଇ। ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ଛକ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ବିଳମ୍ବିତ ରାତିରେ ଗଳିପଡିଲେ ୨ ଭାଇ। ମୃତକମାନେ ହେଲେ ସାହୁ କଲୋନୀର ସୁଶୀଲ ତ୍ରିପାଠୀ ଓ…

ୟାକୁ ହିଁ କୁହନ୍ତି ମଣିଷ ପଣିଆ: ରୋଗୀଙ୍କ ଦେହାନ୍ତ ପରେ ପୁଅ ହୋଇ ଶବ ସତ୍କାର କଲେ ଡାକ୍ତର

ସମ୍ବଲପୁର(କେନ୍ଯୁଜ୍): କାହାକୁ ସହାୟତା କରିବା ପାଇଁ ଆବଶ୍ୟକତା ନଥାଏ ଅର୍ଥର । ଆବଶ୍ୟକ ଥାଏ ତ ଗୋଟେ ଉଦାର ହୃଦୟର। ଆଉ ଏଭଳି ଉଦାର ହୃଦୟର ଲୋକେ ଆଜିର ସ୍ବାର୍ଥପର ଦୁନିଆରେ ବହୁତ କମ୍ । କିନ୍ତୁ ଏମିତି ଜଣେ ବ୍ଯକ୍ତି ଅଛନ୍ତି ଯାହାଙ୍କର ମୂଳ ଉଦେଶ୍ଯ ଗରିବ ଅସହାୟଙ୍କର ସେବା କରିବା ।…

ଦିନେ ଥିଲେ ଅଚଳାଚଳ ସମ୍ପତ୍ତିର ମାଲିକ, ଆଜି କିନ୍ତୁ ମୁଠାଏ ଖାଇବାକୁ ଅନ୍ୟ ପାଖରେ ପତାଉଛନ୍ତି ହାତ

ସମ୍ବଲପୁର (କେନ୍ୟୁଜ) : କଥାରେ ଅଛି ସମୟର ଚକ ବଡ଼ ବଳବାନ। ଦିନେ ଥିଲେ ଅଚଳାଚଳ ସମ୍ପତ୍ତିର ମାଲିକ। ହେଲେ ସମୟ ଗଡ଼ିବା ପରେ ଆଜି ସେ ଅନ୍ୟ ଲୋକଙ୍କ ଭରସାରେ ଜୀବନ ଜିଉଛନ୍ତି ମୁନା ମହାକୁଡ଼। କିଏ ଦେଲେ ଯାଇ ଖାଇବେ ନହେଲେ ନାଇ। ଶେଷରେ ଏମିତି ଅବସ୍ଥା ହେଲାଯେ ସେ ମାନସିକ ରୋଗୀ ହୋଇଗଲେ।…

୨୫ ଟଙ୍କା ଷ୍ଟାଇପେଣ୍ଡ ପାଇ ପାଠ ପଢ଼ିଥିଲେ, ଏବେ କଲେଜକୁ ଫେରାଇଲେ ୩୦ ଲକ୍ଷ ଟଙ୍କା

ସମ୍ବଲପୁର (କେନ୍ୟୁଜ) : ଦିନେ ଯେଉଁଠୁ ଷ୍ଟାଇପେଣ୍ଡ ପାଇ ପାଠ ପଢିଥିଲେ, ତାକୁ ଏବେ ପରିଶୋଧ କଲେ। ଉଚ୍ଚତର ଶିକ୍ଷାରେ ଆର୍ଥିକ ସହାୟତା ଲୋଡୁଥିବା, ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ ହେବ ପ୍ରଦତ୍ତ ରାଶି। ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟକୁ ୩୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଏହାର…

ପାରିବାରିକ କଳହର କରୁଣ ପରିଣତି, ବଡଭାଇର ଟାଙ୍ଗିଆ ଚୋଟରେ ଗଲା ସାନ ଭାଇର ଜୀବନ

ସମ୍ବଲପୁର: ପାରିବାରିକ କଳହର କରୁଣ ପରିଣତି। ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ। ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଦେଖିବାକୁ ମିଳିଛି ଏଭଳି ଏକ ଅଘଟଣ। ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଜାମୁଯୋରୀ ଗ୍ରାମରେ ଘରୋଇ କଳିକୁ ନେଇ ଗତକାଲି ରାତି ପ୍ରାୟ ୯.୩୦ରେ ବାଇକ ଯୋଗେ ଘରକୁ…

ସମ୍ବଲପୁର ବାରେଇପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ମୃତ, ଜଣେ ଗୁରୁତର

ସମ୍ବଲପୁର: ଦୁଇ ବାଇକ୍‌ ଉପରେ ଚଢିଗଲା ଟ୍ରକ। ଘଟଣାସ୍ଥଳରେ ଚାଲିଗଲା ୩ଜୀବନ, ଜଣେ ଗୁୁରୁତର। ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ଅଞ୍ଚଳରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ମୃତକମାନେ ସମସ୍ତେ ହୀରାକୁଦ ଅଞ୍ଚଳର। ଏମାନେ ସମସ୍ତେ ବିଳମ୍ବିତ ରାତିରେ…

ସମ୍ବଲପୁର ରେଞ୍ଜ ଆଇଜି ଭାବେ ନରସିଂହ ଭୋଳ ଏବଂ ନୂଆ ଏସପି ଭାବେ ବି.ଗଙ୍ଗାଧର ନିଯୁକ୍ତ

ସମ୍ବଲପୁର : ସମ୍ବଲପୁର ରେଞ୍ଜ ଆଇଜି ଭାବେ ଯୋଗ ଦେଲେ ନରସିଂହ ଭୋଳ । ସେହିପରି ସମ୍ବଲପୁର ଜିଲ୍ଲାର ନୂଆ ଏସପି ଭାବେ ବି. ଗଙ୍ଗାଧର ଯୋଗ ଦେଇଛନ୍ତି । ଜିଲ୍ଲାରେ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । ଏସପି ନିଯୁକ୍ତି ପରେ ନିଶା କାରବାର ରୋକିବା, ବରିଷ୍ଠ ନାଗରିକ,…

ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ଆସେ: ଅନ୍ ଲାଇନ୍ ଦ୍ବାରା ସ୍କୁଲ୍ ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି ଭିସୁଟ୍…

ସମ୍ବଲପୁର: ମନରେ ସେବା କରିବାର ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ଆସେ। କୋଭିଡ ୧୯ ସମୟରେ ଆମ ମାନଙ୍କୁ ଅନେକ ସମସ୍ଯା ଦେଇ ଗତି କରୁବାରୁ ପଡୁଛି । କେତେବେଳେ ଲକ୍ ଡାଉନ୍ , ସଟ୍ ଡାଉନ୍ ର ପ୍ରଭାବ ଦେଖିବାକୁ ମିଳିଛି ତ କେତେବେଳେ ଜୀବନ ଜୀବିକାକୁ ହରେଇବା ପଡିଛି । ଏହାରି ଭିତରେ ଛାତ୍ର…

ସମ୍ବଲପୁର ପିଚୁ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଅଗ୍ନିଶମ ବିଭାଗର ୩ଟି ଗାଡି ନିଆଁକୁ କଲେ ଆୟତ୍ତ

ସମ୍ବଲପୁର: ସମ୍ବଲପୁର ପିଚୁ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । କାରଖାନାରେ ଲାଗିଥିବା ତେଲ ପାଇପ ଫାଟି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଖବର ପାଇ ସମ୍ବଳପୁର ଅଗ୍ନିଶମ ବିଭାଗ ୩ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏଥିରେ କେହି ମୃତାହତ ହୋଇନାହାନ୍ତି । ଜାତୀୟ ରାଜପଥ କଡରେ…