Browsing Tag

sambalpur website

ସମ୍ବଲପୁର ବିଶ୍ୱବିଦ୍ୟାଳୟ ୱେବସାଇଟକୁ ହ୍ୟାକ କଲେ ପାକିସ୍ତାନୀ ହ୍ୟାକର

ସମ୍ବଲପୁର(କେ ନ୍ୟୁଜ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ । ଏହାକୁ କୌଣସି ପାକିସ୍ତାନ ଲୋକ ହ୍ୟାକ୍‌ କରିଥିବା ସନ୍ଦେହ କରାଯାଉଛି । ବିଶ୍ୱବିଦ୍ୟାଳୟର ୱେବ୍‌ସାଇଟ୍‌ ଗ୍ରୀଏଭାନ୍ସ (ଆପତ୍ତି) ସାଇଟ୍‌ ଉପରେ ହ୍ୟାକ୍‌ଡ ବାଏ ଡେଭିଲ୍‌ କିଲର୍‌ ଏବଂ ଶେଷରେ ଆଣ୍ଡ ଅଲ ପାକିସ୍ତାନୀ…