ସମ୍ବଲପୁର: ନାଳରେ ଭାସିଗଲା କାର୍, ୨ ଜଣଙ୍କ ମୃତଦେହ ଉଦ୍ଧାର
କୁଚିଣ୍ଡା(କେନ୍ୟୁଜ୍): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ନକଟିପାଲି ନାଳାରେ ଗତକାଲି ସନ୍ଧ୍ୟାରେ ଏକ କାର ପାରି ହେଉଥିବାବେଳେ ପାଣି ସ୍ରୋତରେ ଭାସିଯାଇଥିଲା। ରାତିସାରା ଅଗ୍ନିଶମ ବିଭାଗ,ପୋଲିସ ଖୋଜାଖୋଜି କରିବା ପରେ ଆଜି ସକାଳୁ ପାଣି ଭିତରେ ଥିବା କାରଭିତରୁ ଦୁଇଜଣଙ୍କର ମୃତଦେହ ଉଦ୍ଧାର…