Browsing Tag

sambalpur

ସମ୍ବଲପୁର ଗସ୍ତରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ କଲେ ସମୀକ୍ଷା

ସମ୍ବଲପୁର (କେନ୍ୟୁଜ): ବିଜେଡିର ମିଶନ ପଶ୍ଚିମ ଓଡ଼ିଶା । କଳାହାଣ୍ଡି ପରେ ସମ୍ବଲପୁର ଗସ୍ତରେ ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ସକାଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି । ଏଥିସହ ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି…

ଡିସଚାର୍ଜ ହେଲା ବିଜୟିନୀ, ପ୍ରଶାସନକୁ ଶିଶୁକନ୍ୟା ହସ୍ତାନ୍ତର କଲେ ମେଡିକାଲ କର୍ତ୍ତୃପକ୍ଷ

ସମ୍ବଲପୁର (କେନ୍ୟୁଜ): ଡିସଚାର୍ଜ ହେଲା ବିଜୟିନୀ । ସୁସ୍ଥ ହେବା ପରେ ବୁର୍ଲା ମେଡିକାଲରୁ ଡିସଚାର୍ଜ ହୋଇଛି ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା । ମେଡିକାଲ କର୍ତ୍ତୃପକ୍ଷ ଶିଶୁକନ୍ୟାକୁ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଏହାପରେ ଛଚନାପାଲିସ୍ଥିତ ବାଲ୍ ନିକେତନକୁ ନିଆଯିବ । ବିଜୟିନୀର କୌଣସି…

ଆସନ୍ତା ୨୭ରେ ଲୋକାର୍ପିତ ହେବ ସମ୍ବଲପୁର ସମଲେଇ ପ୍ରକଳ୍ପ, ନିମନ୍ତ୍ରଣ ଆରମ୍ଭ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଆରମ୍ଭ ହେଲା ନିମନ୍ତ୍ରଣ । ଆସନ୍ତା ୨୭ ତାରିଖରେ ଏହାର ଉଦଘାଟନ ହେବ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ଆଜି ସମଲେଶ୍ୱରୀ ମନ୍ଦିରର ମୂଖ୍ୟ ପୂଜକଙ୍କ…

୩୨କେଜି ଗଞ୍ଜେଇ ସହ କାର୍ ଜବତ, ୪ ଗିରଫ

ସମ୍ବଲପୁର(କେନ୍ୟୁଜ)- ରେଢ଼ାଖୋଲ ବୌଦ୍ଧ ରାସ୍ତାର କଦଳୀଗଡ ବିଶିପାଲି ଛକ ନିକଟରେ ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗଞ୍ଜେଇ ସହ କାର୍ ଜବତ ହୋଇଥିବା ଜଣାପଡିଛି। ରେଢ଼ାଖୋଲ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ବିଶିପାଲି ଛକ ନିକଟରେ ଜଗି ରହିଥିବା ବେଳେ ବୌଦ୍ଧ ଅଞ୍ଚଳରୁ…

ମନ୍ଦିର ପାହାଚରୁ ଶିଶୁକନ୍ୟା ଉଦ୍ଧାର, ପ୍ରସବ ପରେ କେହି ଛାଡ଼ି ପଳାଇଥିବା ସୂଚନା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ମନ୍ଦିର ପାହାଡରେ ଛାଡି ଫେରାର ହୋଇଗଲା ନୃଶଂସ ମାଆ । ଏହିଭଳି ଅଭାବନୀୟ ଖବର ଦେଖିବାକୁ ମିଳିଛି ଗୋଡଭଗା ଅଞ୍ଚଳର ଶିବ ମନ୍ଦିରରେ । ତେବେ ଶିଶୁକନ୍ୟାର ନାଭି ରହିଥିବା ବେଳେ କପଡା ଗୁଡାହୋଇ ରହିଥିଲା ।…

ସମ୍ବଲପୁରରେ ବ୍ୟାପିଲା ଝାଡାବାନ୍ତି, ଜଣେ ମୃତ ୩୯ ଆକ୍ରାନ୍ତ

ସମ୍ବଲପୁର (କେନ୍ୟୁଜ): ମହମ୍ମଦପୁରରେ ବ୍ୟାପିଲା ଝାଡାବାନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆକ୍ରାନ୍ତ ହେଲେଣି । ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଅନ୍ୟ ୩୮ ଜଣଙ୍କ ମଧ୍ୟରୁ ୪ଜଣ ବୁର୍ଲା ଭିମ୍‌ସାରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ନାମ ହେଲେ ରବି ତିର୍କୀ ।…

ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ, ଗାଡ଼ି ଚଳାଚଳ ଠପ

ସମ୍ବଲପୁର (କେନ୍ୟୁଜ): ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ। ଏହି ବନ୍ଦ ଡାକରା ଦେଇଛି ବୁର୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ବୁର୍ଲା ବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ଓ ମହାନଗର ନିଗମ ପକ୍ଷରୁ ଚାଲିଥିବା ଜବର ଦଖଲ ଉଚ୍ଛେଦକୁ ଦୃଢ଼ ପ୍ରତିବାଦ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏଥିପାଈଁ ଆଜି…

ସମ୍ବଲପୁର: ଗୋରୁ ବୋଝେଇ ଟ୍ରଲର ଦୁର୍ଘଟଣା, ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ସମ୍ବଲପୁର (କେନ୍ୟୁଜ): ଗତକାଲି ବିଳମ୍ବିତ ରାତି ୧୦ଟା ୪୫ରେ ୫୩ ନମ୍ବର ଜାତୀୟ ରାଜପଥର କଟାପାଲି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ଜେରକ୍ସ ଦୋକାନୀଙ୍କୁ ଫାଇନ୍ : ୩ ଟଙ୍କା ପାଇଁ ଗଣିବେ ୨୫ ହଜାର ତଣ୍ଡ

ସମ୍ବଲପୁର (କେନ୍ୟୁଜ): ୩ ଟଙ୍କା ପାଇଁ ୨୫ ହଜାର ଫାଇନ୍ । ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କାର ଫାଇନ ଦେବାକୁ କହିଛନ୍ତି ଖାଉଟି ଅଦାଲତ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର…

ବଦଳିଲେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି, ଦାୟିତ୍ବକୁ ଫେରିଲେ ରୋହିତ ପୂଜାରୀ

ସମ୍ବଲପୁର (କେନ୍ୟୁଜ): ବଦଳିଲେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି। ଦାୟିତ୍ବକୁ ଫେରିଲେ ରୋହିତ ପୂଜାରୀ । ତାଙ୍କୁ ଦଳ ପୁଣି ଥରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବରେ ନିଯୁକ୍ତି ଦେବା ପରେ ଚର୍ଚ୍ଚା ଜୋର ଧରିଛି । ରୋହିତଙ୍କ ଆଗରେ କଣ ରହିବ ଚ୍ୟାଲେଞ୍ଜ ? ଚର୍ଚ୍ଚା ହେଉଛି ଆଗାମୀ…

ନୂଆଁଖାଇ ପର୍ବରେ ପରିବାର ହୋଇଯାଏ ଏକାଠି, ନୂଆ ଧାନକୁ ପୂଜା କରି ପ୍ରସାଦ ରୂପେ ଗ୍ରହଣ କରନ୍ତି ସମସ୍ତେ

ନୂଆଁଖାଇ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ । ହେଲେ ଏହାକୁ କେବଳ ଏକ କୃଷି ଭିତ୍ତିକ ଗଣପର୍ବ ମଧ୍ୟ କହି ପାରିବା ନାହିଁ କାହିଁକିନା ଏହି ପର୍ବ ଆମକୁ ପାରିବାରିକ ସାମାଜିକ ଓ ଆଧ୍ୟତ୍ମିକ ଦୃଷ୍ଟି କୋଣରୁ ଅନେକ ଶିକ୍ଷା ଦେଇଥାଏ । ଆଜି ଜାଣନ୍ତୁ ଏହି ପର୍ବ ପ୍ରଥମେ କେବେ ଆରମ୍ଭ ହୋଇଥିଲା…

ଆସନ୍ତା ୨୧ରେ ସ୍ଥାନୀୟ ଛୁଟି ଘୋଷଣା କଲେ ସମ୍ବଲପୁର ଆରଡିସି

ସମ୍ବଲପୁର (କେନ୍ୟୁଜ): ଦିନଟିଏ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଫଳରେ ମାଁ ସମଲେଶ୍ୱରୀଙ୍କ ପୀଠରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆସନ୍ତା ୨୧ ତାରିଖକୁ ସ୍ଥାନୀୟ ଛୁଟି ଘୋଷଣା କଲେ ସମ୍ବଲପୁର ଆରଡିସି । ସ୍ଥାନୀୟ ଜନ ସମୁଦାୟଙ୍କ ଦାବି ଅନୁସାରେ ନୂଆଁଖାଇ ପରଦିନ ଅର୍ଥାତ୍ ୨୧ ତାରିଖକୁ…