ନିର୍ବାଚନ ପୂର୍ବରୁ ସମ୍ଭାବନା ସେଠ୍ ଛାଡ଼ିଲେ ଆମ୍ ଆଦ୍ମୀ ପାର୍ଟି; କହିଲେ, ‘ନିଜ ଭୁଲ୍କୁ ହୃଦୟଙ୍ଗମ କଲି…’
ଭୋଜପୁରୀ ଅଭିନେତ୍ରୀ ତଥା ଫେମସ୍ ୟୁଟ୍ୟୁବର ସମ୍ଭାବନା ସେଠ୍ ନିର୍ବାଚନ ପୂର୍ବରୁ ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଅଭିନେତ୍ରୀ ଆମ୍ ଆଦ୍ମୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ରବିବାର ‘X’ରେ ଏ ନେଇ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି,…