Browsing Tag

sambit routray

ଦାମ ରାଉତ ବିଜେପିରୁ ଇସ୍ତଫା ଦେବା ପରେ କଣ କହିଲେ ପୁଅ ସମ୍ବିତ ରାଉତରାୟ ଜାଣନ୍ତୁ

ଭୁବନେଶ୍ବର (କେନ୍ୟୁଜ୍) : ଜରାଉତ ବିଜେପିରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପୁଅ ସମ୍ବିତ ରାଉତରାୟ। BJPରେ ମିଶିବା ବାପାଙ୍କ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ସେଠାରେ ସେ ଏକ ଅଶ୍ୱସ୍ତିକର ପରିବେଶରେ ରହୁଥିଲେ। ତାଙ୍କୁ BJP ଦଳର ଆଦର୍ଶ ଓ କାର୍ଯ୍ୟଶୈଳୀ…

ବିଜେଡିକୁ ହେବ କି ଦାମଙ୍କ ଘରବାହୁଡ଼ା ? ପୁଅ ସମ୍ବିତ କହିଲେ, ରାଜନୀତିରେ ସବୁ ସମ୍ଭବ

ଭୁବନେଶ୍ବର : ବିଜେଡିକୁ ଫେରିବେ କି ଦାମୋଦର ରାଉତ? ପାରାଦୀପ ବିଧାୟକ ତଥା ଦାମଙ୍କ ପୁଅ ସମ୍ବିତ ରାଉତରାୟ ଦେଇଥିବା ମନ୍ତବ୍ୟ ପରେ ଏମିତି ପ୍ରଶ୍ନ ଉଠିଛି। ସମ୍ବିତ କହିଛନ୍ତି, ତାଙ୍କ ବାପା ବିଜେପିରେ ଖୁସି ନାହାନ୍ତି। ଘରବାହୁଡ଼ା ପ୍ରଶ୍ନର ଉତ୍ତରରେ ସମ୍ବିତ କହିଛନ୍ତି, ରାଜନୀତିରେ ସବୁ…

ବିଜେପିରେ ଖୁସି ନାହାନ୍ତି ଦାମ ରାଉତ : ପୁଅ ସମ୍ବିତଙ୍କ ବଡ଼ ବୟାନ

ଭୁବନେଶ୍ବର : ବରିଷ୍ଠ ନେତା ଦାମୋଦର ରାଉତଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୁଅ ସମ୍ବିତ୍‌ ରାଉତରାୟ। ସେ କହିଛନ୍ତି, ଦାମ ରାଉତ ଜଣେ ଡିସପୋଜେବୁଲ ଆଇଟମ ନୁହଁନ୍ତି । ଦାମ ରାଉତ ବିଜେଡିକୁ ଫେରିବା ପ୍ରସଙ୍ଗରେ ଉତ୍ତରେ ସେ କହିଛନ୍ତି, ରାଜନୀତିରେ ସବୁ କିଛି ସମ୍ଭବ।…

ବାପା ହାରିଲେ ଆଉ ପୁଅ ଉଡାଇଲେ ବିଜୟ ବାନା, ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍ ?

ବାପା ହାରିଲେ ଆଉ ପୁଅ ଉଡାଇଲେ ବିଜୟ ବାନା । ବାଲିକୁଦା ଏରସମାରେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କଠାରୁ ପରାଜୟ ହୋଇଛନ୍ତି ଦାମ ରାଉତ । ଅନ୍ୟପଟେ ପାରାଦୀପରେ ବିଜୟ ଶଙ୍ଖ ଫୁଙ୍କିଛନ୍ତି ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ।ଦାମ ରାଉତ ୨୦୯୨୯ ଭୋଟ ପାଇଥିବା ବେଳେ ସମ୍ବିତ ପାଇଛନ୍ତି…

ପ୍ରଚାର ବେଳେ ଉଦାହରଣ ସୃଷ୍ଟି କଲେ ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟ,କାନ୍ଧରେ ଶବ ବୋହି ଗଲେ ଶ୍ମଶାନ

ଜଗତସିଂହପୁର : ପାରାଦୀପ ନିର୍ବାଚନମଣ୍ତଳୀ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ଦେଖାଇଲେ ମାନବିକତା । ସୃଷ୍ଟି କଲେ ଉଦାହରଣ । ଖବର ଅନୁୟାୟୀ ଆଜି ସେ ତିର୍ତ୍ତୋଲ ବ୍ଲକ୍ ରାଣୀତୁଳା ଗାଁରେ ଭୋଟ୍ ପ୍ରଚାର କରୁଥିବା ବେଳେ ସେହି ଗାଁର ମୋହନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କର ପରଲୋକ…

ପାରାଦୀପରୁ ଟିକେଟ ମିଳିଲା ପରେ ପୁଅ ସମ୍ବିତଙ୍କୁ କଣ କହିଲେ ଦାମ ?

ପାରାଦୀପ : ପୁଅ ଗୋଟିଏ ଦଳରୁ ପ୍ରାର୍ଥୀ। ବାପା ଆଉ ଗୋଟିଏ ଦଳରୁ। ଜଣେ ଶଙ୍ଖଧାରୀ, ଆଉ ଜଣେ ପଦ୍ମ ପୋଖରୀରେ ବୁଡ ପକାଇଛନ୍ତି। ଦାମ-ସମ୍ବିତଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଓ ଉତ୍କଣ୍ଠା ଲାଗି ରହିଛି। ପାରାଦୀପ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ସମ୍ବିତ ରାଉତରାୟ। ବିଜେଡିରୁ ପ୍ରାର୍ଥୀ ହୋଇ…