Browsing Tag

Sameer Wankhede

ସମୀର ୱାନଖେଡେ ଓ ତାଙ୍କ ପତ୍ନୀଙ୍କୁ ମିଳୁଛି ଧମକ; ପୋଲିସଠୁ ସ୍ୱତନ୍ତ୍ର ସୁରକ୍ଷା ମାଗିଲେ ପୂର୍ବତନ ଏନ୍‌ସିବି ମୁଖ୍ୟ

ମୁମ୍ବାଇ ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ଏବଂ ତାଙ୍କ ପତ୍ନୀଙ୍କୁ ଧମକ ମିଳୁଛି। ଏହି ସୂଚନା ସମୀର ନିଜେ ଦେଇଛନ୍ତି। ସେ କହିଛନ୍ତି ଯେ ମୋତେ ଏବଂ ମୋ ପତ୍ନୀଙ୍କୁ କେହି ଭୟଭୀତ କରିବାକୁ ଚେଷ୍ଟା କରୁଛି ଏବଂ ଖରାପ ମେସେଜ ପଠାଉଛି। ୱାନଖେଡେ କହିଛନ୍ତି, ଗତ ୪ ଦିନ…

ଆର୍ଯ୍ୟନ୍‌ ଖାନ ମାମଲା: ୧୮ କୋଟିରେ ଫାଇନାଲ୍‌ ହୋଇଥିଲା ଡିଲ୍‌, ସମୀର ୱାନଖେଡେ ନେଇଥିଲେ ଅଗ୍ରୀମ ୫୦ ଲକ୍ଷ ଟଙ୍କା!

ଆର୍ଯ୍ୟନ ଖାନ ମାମଲାରେ ଏନ୍‌ସିବିର ପୂର୍ବତନ ଅଧିକାରୀ ସମୀର ୱାନଖେଡେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ଏଫ୍‌ଆଇଆର ପଞ୍ଜୀକୃତ କରିଛି। ଏଥିରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ…

‘ଏହାର ହିସାବ ଦେବାକୁ ପଡ଼ିବ…ତୁମକୁ ଆମେ ଶେଷ କରିଦେବୁ’; ସମୀର ଓ୍ଵାନଖେଡେଙ୍କୁ ମିଳିଲା ଜୀବନରୁ ମାରିଦେବାର ଧମକ

ପୂର୍ବତନ ଏନ୍‌ସିବି ଅଧିକାରୀ ସମୀର ଓ୍ଵାନଖେଡ଼େଙ୍କୁ ସୋସିଆଲ ମିଡିଆ ଜରିଆରେ ମିଳିଛି ହତ୍ୟା ଧମକ। ଏ ନେଇ ଓ୍ଵାନଖେଡେ ମୁମ୍ବାଇ ପୋଲିସକୁ ଅବଗତ କରାଇଛନ୍ତି। ଏଥି ସହିତ ଅଭିଯୋଗର ତଦନ୍ତ କରିବାକୁ ପୋଲିସକୁ କହିଛନ୍ତି। ଅଭିଯୋଗ ରହିଛି ଯେ ଅଗଷ୍ଟ ୧୪ରେ ଏକ ନୂଆ ଟ୍ଵିଟର ଆକାଉଣ୍ଟ କରାଯାଇ ତାହା…

ଆର୍ଯ୍ୟନ ଖାନ ଡ୍ରଗ କେସ୍‌ର ମୁଖ୍ୟ ସାକ୍ଷୀ ପ୍ରଭାକର ସେଲଙ୍କ ମୃତ୍ୟୁ, ସମୀର ଓ୍ଵାଙ୍ଖେଡ ଉପରେ ଲଗାଇଥିଲେ ୨୫ କୋଟି…

ମୁମ୍ବାଇରେ ଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାରେ ମୁଖ୍ୟ ସାକ୍ଷୀ ପ୍ରଭାକର ସେଲଙ୍କ ଶୁକ୍ରବାର ମୃତ୍ୟୁ ହୋଇଯାଇଛି । ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଓକିଲ ତୁଷାର ଖଣ୍ଡାରେ କହିଛନ୍ତି । ଘରେ ହିଁ ସେ ହୃଦଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ତାଙ୍କ ପାର୍ଥିବ ଶରୀରକୁ ଆଜି ସକାଳେ…

ବଢ଼ୁଛି ସମୀର ଓ୍ଵାଙ୍ଖଡ଼େଙ୍କ ସମସ୍ୟା, ବୟସ ଲୁଚାଇ ଲାଇସେନ୍ସ କରିଥିବା ନେଇ ମାମଲା ରୁଜୁ

ବଲିଉଡ୍‌ ଡ୍ରଗ୍ସ କନେକ୍ସନ୍‌ ମାମଲାର ଯାଞ୍ଚକୁ ନେଇ ଚର୍ଚ୍ଚାକୁ ଆସିଥିବା ଏନ୍‌ସିବିର ପୂର୍ବ ଡାଇରେକ୍ଟର ସମୀର ଓ୍ଵାଙ୍ଖଡ଼େଙ୍କ ସମସ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ତାଙ୍କ ବିରୋଧରେ ଭୁଲ ବୟସ ଦେଖାଇ ବାର୍‌ ଲାଇସେନ୍ସ କରିଥିବା ନେଇ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ରର ଥାନେ ଜିଲ୍ଲାର…

ମୁମ୍ବାଇ NCB ଛାଡିବେ କି ସମୀର ଓ୍ଵାଙ୍ଖଡେ? ଡିସେମ୍ବର ୩୧ରେ ସରିବାକୁ ଯାଉଛି କାର୍ଯ୍ୟକାଳ

ମୁମ୍ବାଇ(କେନ୍ଯୁଜ୍): ମୁମ୍ବାଇ NCB ଛାଡିବେ କି ସମୀର ଓ୍ଵାଙ୍ଖଡେ । ଆସନ୍ତା ୩୧ ତାରିଖରେ NCB ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ କାର୍ଯ୍ୟକାଳ ସରିବାକ ଯାଉଛି । ସେପ୍ଟେମ୍ବର ୨୦୨୦ରୁ ମୁମ୍ବାଇରେ ଡେପୁଟେସନରେ ଅଛନ୍ତି ୨୦୦୮ ବ୍ୟାଚର IRS ଅଫିସର ଓ୍ଵାଙ୍ଖଡେ । ବିବାଦରେ ଛନ୍ଦି ହୋଇ…

ବମ୍ବେ ହାଇକୋଟଙ୍କ ରାୟ ପୂର୍ବରୁ ନଓ୍ଵାବ ମଲ୍ଲିକଙ୍କ ଟ୍ଵିଟ ବୋମା: ସମୀର ଓ୍ଵାଙ୍ଖଡେଙ୍କ ନିକାହ ସମୟର ଫଟୋ ସେୟାର କଲେ

ମୁମ୍ବାଇ: ବମ୍ବେ ହାଇକୋଟଙ୍କ ରାୟ ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲ୍ଲିକଙ୍କ ଟ୍ଵିଟ ବୋମା। NCB ମୁମ୍ବାଇ ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡେଙ୍କ ନିକାହ ସମୟର ଫଟୋ ସେୟାର କଲେ। ଫଟୋରେ ଓ୍ଵାଙ୍ଖଡେ ଜଣେ ମୌଲନାଙ୍କ ସହ ଥିବା ଦେଖାଯାଉଛନ୍ତି। କିଛି କାଗଜପତ୍ରରେ ଦସ୍ତଖତ କରୁଛନ୍ତି…

ବଢ଼ିଲା ସମୀର ଓ୍ଵାଙ୍ଖଡେଙ୍କ ଅଡୁଆ,IRSରେ ସାମିଲ ହେବା ସମୟରେ ଜାତି ଓ ଧର୍ମ ଜଣାଇ ନଥିଲେ

କେନ୍ୟୁଜ୍(ବ୍ୟୁରୋ): ସମୀର ଓ୍ଵାଙ୍ଖଡେଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ । ଚାକିରିରି ବହିଷ୍କାର ଦାବି ହୋଇଛି । ବଲିଉଡ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ପରେ ଏନସିବି ମୁମ୍ବାଇର ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡ଼େଙ୍କ ପଛରୁ ବିବାଦ ଶେଷ ହେଉନି । ଏବେ ତାଙ୍କୁ…

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରୁ ହଟିଲେ ଓ୍ଵାଙ୍ଖଡେ, ବରିଷ୍ଠ IPS ସଞ୍ଜୟ ସିଂହଙ୍କ ନେତୃତ୍ୱରେ ହେବ ଏସ୍‌ଆଇଟି ତଦନ୍ତ

ମୁମ୍ବାଇ:ଆର୍ଯ୍ୟନ ଖାନ ଡ୍ରଗ୍‌ସ ଅନ୍‌ କ୍ରୁଜ୍‌ କେସ୍‌ର ତଦନ୍ତ କରିବେ ନାହିଁ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡେ। ତାଙ୍କୁ କେସ୍‌ରୁ ହଟାଇ ଦିଆଯାଇଛି। ମାମଲାର ତଦନ୍ତ କରିବ ଦିଲ୍ଲୀର ଏସ୍‌ଆଇଟି। ଏହା ପ୍ରାଶାସନିକ ନିଷ୍ପତ୍ତି ବୋଲି ଏନ୍‌ସିବି ତରଫରୁ କୁହାଯାଇଛି। ବରିଷ୍ଠ ଆଇପିଏସ୍‌…

ଗତକାଲି କହିଥିଲେ ପିକ୍‌ଚର ଅଭି ବାକି ହୈ ଆଉ ଆଜି କହିଲେ ଖୁବଶୀଘ୍ର ଫିଲ୍ମ ଶେଷ ହେବ: ୱାଙ୍ଖଡେଙ୍କୁ ପୁଣି ନୱାବଙ୍କ…

କେନ୍ୟୁଜ୍(ବ୍ୟୁରୋ): ଗତକାଲି କହିଥିଲେ, ପିକ୍‌ଚର ଅଭି ବାକି ହୈ। ଆଉ ଆଜି କହିଲେ, ଖୁବଶୀଘ୍ର ଫିଲ୍ମ ଶେଷ ହେବ। ଏନସିବି ଜୋନାଲ ଡାଇରେକ୍ଚର ସମୀର ୱାଙ୍ଖଡେଙ୍କୁ ପୁଣି ନୱାବଙ୍କ ଟାର୍ଗେଟ। ୱାଙ୍ଖଡେ ଚାକିରିରୁ ବିଦା ହେବା ପରେ ଫିଲ୍ମ ଶେଷ ହେବ ବୋଲି କହିଛନ୍ତି ଏନସିପି ନେତା ନୱାବ ମଲ୍ଲିକ।…

ଚକ୍ରବ୍ୟୁହରେ ଏନ୍‌ସିବିର ସିଂଘମ୍‌ ସମୀର ଓ୍ଵାଙ୍ଖଡେ, ଟଙ୍କା ଆଦାୟ ସହ ଦୁର୍ନୀତି କରୁଥିବା ନେଇ ଆସିଲା ସାଂଘାତିକ…

ମୁମ୍ବାଇ ପୋଲିସ ସ୍କାନରରେ ସମୀର ଓ୍ଵାଙ୍ଖଡେ। ଏବେ ସମୀରଙ୍କ ବିରୋଧରେ ତଦନ୍ତ କରିବ ମୁମ୍ବାଇ ପୋଲିସ। ଓ୍ଵାଙ୍ଖଡେଙ୍କ ବିରୋଧରେ ୪ଟି ଗୁରୁତର ଅଭିଯୋଗ ଆସିଛି। ତାଙ୍କ ବିରୋଧରେ ଜୋର ଜବରଦସ୍ତ ଟଙ୍କା ଆଦାୟ ଓ ଦୁର୍ନୀତି ଭଳି ଗୁରୁତର ଅଭିଯୋଗ ଆସିଛି। ମୁମ୍ବାଇର ୪ ପୋଲିସ ଅଫିସର ଏହି ତଦନ୍ତ…

ଅଭିଯୋଗର ଲମ୍ବା ତାଲିକା: NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେଙ୍କ ନାଁରେ ସାର୍ଟିଫିକେଟରେ ଜାଲିଆତି ଅଭିଯୋଗ

କେନ୍ୟୁଜ୍(ବ୍ୟୁରୋ): କଣ୍ଟ୍ରୋଭର୍ସି ରିଂରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେ। ତାଙ୍କ ବିରୋଧରେ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଛି।ଏବେ ସାମନାକୁ ଆସିଛି ସାର୍ଟିଫିକେଟରେ ଜାଲିଆତି ଅଭିଯୋଗ । ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନଓ୍ଵାବ…