Browsing Tag

samosa

ସିଙ୍ଗଡ଼ା ଖାଉ ଖାଉ ଉଡ଼ିଲା କର୍ମଚାରୀଙ୍କ ହୋଶ୍‌, ଆଳୁ ଜାଗାରେ ବାହାରିଲା କଣ୍ଡୋମ୍‌, ଗୁଟ୍‌ଖା ଓ ଗୋଡ଼ି

ସିଙ୍ଗଡ଼ା ଭିତରେ କଣ୍ଡୋମ୍‌ । ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ । ମହାରାଷ୍ଟ୍ରର ପୁଣେରୁ ଏଭଳି ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ପିମ୍ପରି ଚିଞ୍ଚଓ୍ଵାଡରେ ଏକ ପ୍ରମୁଖ ଅଟୋ କମ୍ପାନୀକୁ ସପ୍ଲାଏ ହୋଇଥିବା ସିଙ୍ଗଡ଼ାରେ ବାହାରିଛି କଣ୍ଡୋମ୍‌, ଗୁଟ୍‌ଖା ଓ ଗୋଡ଼ି । ଘଟଣା…

ସିଙ୍ଗଡ଼ାରୁ ବାହାରିଲା ମଲା ଝିଟିପିଟି, ସିଙ୍ଗଡା ଖାଇ ୧୩ ବର୍ଷର ଝିଅ ହସ୍ପିଟାଲରେ ଭର୍ତ୍ତି

ଆଜିକାଲିର ବ୍ୟସ୍ତବହୁଳ ଦୁନିଆରେ ଘର ତିଆରି ଖାଦ୍ୟର ଚାହିଦା ବହୁତ କମିଗଲାଣି । ଘରେ ଖାଦ୍ୟ ତିଆରି କରି ଖାଇବାକୁ କାହା ପାଖରେ ସମୟ ନାହିଁ । ତେଣୁ ପ୍ରାୟତଃ ସମସ୍ତେ ବାହାର ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ତେବେ ଏହି ବାହାର ତଥା ଫାଷ୍ଟଫୁଡ ଖାଦ୍ୟ ଆମ ଶରୀର ପାଇଁ କେତେ ସୁରକ୍ଷିତ, କଣ…

ସିଙ୍ଗଡ଼ା ଖାଅ, ୫୧ ହଜାର ଟଙ୍କାର ପୁରସ୍କାର ନିଅ, ଏମିତି ରେଷ୍ଟୁରାଣ୍ଟ ଯେଉଁଠି ଚାଲିଛି ‘ବାହୁବଳୀ ସିଙ୍ଗଡ଼ା’…

ଆଜିକାଲି ଖାଦ୍ୟ ପଦାର୍ଥର ନୂଆ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି। ତା’ ସହ ବିଭିନ୍ନ ପ୍ରକାର ଫୁଡ୍ ଚ୍ୟାଲେଞ୍ଜ ମଧ୍ୟ ଖାଦ୍ୟ ପ୍ରେମୀଙ୍କ ପାଇଁ ରଖାଯାଉଛି। ଯଦି ଆପଣ ସିଙ୍ଗଡ଼ା ଖାଇବାର ସୌକିନ୍ ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ୭ କିଲୋର ସିଙ୍ଗଡ଼ା ଖାଇଲେ ମିଳୁଛି ୫୧୦୦୦ ଟଙ୍କାର…

ଭାରତୀୟ ଜଳଖିଆ ନୁହେଁ ‘ସିଙ୍ଗଡ଼ା’ ଜାଣନ୍ତୁ ଏହାର ଇତିହାସ ବିଷୟରେ?

ଭାରତୀୟ ଜଳଖିଆଗୁଡ଼ିକରେ ସିଙ୍ଗଡ଼ାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଯେତେବେଳେ ବି କେହି ଭୋକିଲା ଅନୁଭବ କରେ ଏବଂ ବାହାରେ ଖାଇବାକୁ ଇଚ୍ଛା କରେ, ତାଙ୍କ ମନକୁ ପ୍ରଥମେ ଆସେ ସିଙ୍ଗଡ଼ାର ଲୋଭ ବର୍ଷାଦିନ ହେଉ କି ଶୀତଦିନ ସଂଧ୍ୟାବେଳେ ଛଣାଛଣି ଜିନିଷ ଖାଇବା କଥା ଉଠିଲେ ପ୍ରଥମେ ସିଙ୍ଗଡ଼ା କଥା…

ବିନା ତେଲରେ ପ୍ରସ୍ତୁତ କରନ୍ତୁ ସିଙ୍ଗଡା, ହେଲଦି ବି ଟେଷ୍ଟି ବି

ଆବଶ୍ୟକ ସାମଗ୍ରୀ ଏକ କପ୍ ମଇଦା ୨-୪ଟି ସିଝା ଆଳୁ ଏକ କପ୍ ପନୀର ୧/୪ ଚାମଚ ଧନିଆ ପାଉଡର ୧ ଚାମଚ ଚାଟ ମସଲା ୧/୪ ଚାମଚ ଗରମ ମସଲା ଲୁଣ ସ୍ୱାଦାନୁସାରେ ତେଲ ଛାଣିବା ପାଇଁ ପ୍ରସ୍ତୁତି ପ୍ରଣାଳୀ ସର୍ବପ୍ରଥମେ ଏକ ପାତ୍ରରେ ମଇଦା, ଲୁଣ ଏବଂ ଅଳ୍ପ ପାଣି ପକାଇ…

ଅଣ୍ଡର ୱେୟାର ଭିତରେ ସିଙ୍ଗଡ଼ା ସ୍ମଗଲିଂ କରୁଥିଲେ ଯୁବକ, ଧରାପଡ଼ିବା ପରେ କହିଲେ ଏମିତି କରିବାର କାରଣ

କୌଣସି ଦାମୀ ଜିନିଷର ଚୋରାଚାଲାଣ ହେବା କଥା ତ ଆମେ ସମସ୍ତେ ଶୁଣିଛେ। ଲୋକମାନେ ସୁନା, ରୁପା, ମଦ ଆଦିର ଚୋରାଚାଲାଣ କରିଥାନ୍ତି। କିନ୍ତୁ କେବେ ସିଙ୍ଗଡ଼ା ସ୍ମଗଲିଂ କଥା ଶୁଣିଛନ୍ତି କି! ଇଂଲଣ୍ଡରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ସିଙ୍ଗଡ଼ା ଚାଲାଣ କରିବା ଅଭିଯୋଗରେ ଗିରଫ କରିଛି। ଏହି ମାମଲା…

ସଂଧ୍ୟାରେ ନିଅନ୍ତୁ ବନ୍ଧାକୋବି ସିଙ୍ଗଡାର ମଜା, ମସମସ୍‌ ସ୍ୱାଦର ଉଠାନ୍ତୁ ଆନନ୍ଦ

ଆବଶ୍ୟକ ସାମଗ୍ରୀ ମଇଦା – ୧ କପ୍‌ ମଟର ଦାନା – ୧ ଟେବୁଲ ଚାମଚ୍‌ ସୋୟା ସସ୍‌ – ୧ ଟେବୁଲ ଚାମଚ ଲୁଣ – ସ୍ୱାଦ ଅନୁଯାୟୀ ପିଆଜ – ୧ କଟା ବନ୍ଧା କୋବି – ୧/୨ କପ୍‌ ଛୋଟ କଟା ହୋଇଥିବା ଅଦା -୧ ଟେବୁଲ ଚାମଚ ଗୋଲ ମରୀଚ ପାଉଡର – ୧ ଟେବୁଲ ଚାମଚ ରିଫାଇନ୍‌ ତେଲ –…