Browsing Tag

Sample Collection

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରାଯାଇଛି ୨୦ ହଜାର ୫୯୯ ନମୁନା ପରୀକ୍ଷା, ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଞ୍ଚିଥିବାବେଳେ…

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୧୪୧ ସାମ୍ପଲ ଟେଷ୍ଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୨୦ ହଜାର ୫୯୯ ନମୁନା ପରୀକ୍ଷା କରାଯାଇଛି । ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି । ଆକ୍ଟିଭ୍‌ କେସ୍‌ ରହିଛି ୬୦ । ସେହିପରି ଆରୋଗ୍ୟ ଲାଭ କରିଛନ୍ତି ୩୩…

ଭୁବନେଶ୍ୱରରେ ବିଏମ୍‌ସି ପକ୍ଷରୁ ନମୂନା ସଂଗ୍ରହ ପାଇଁ ଗଠନ ହେଲା ଟିମ୍‌, ୩ଟି ଜୋନ୍‌ ପାଇଁ ଦୁଇଟି ସିଫ୍ଟରେ କରିବେ କାମ

ଭୁବନେଶ୍ୱର: ଭୁବନେଶ୍ୱରରେ ନମୂନା ସଂଗ୍ରହ ପାଇଁ ଗଠନ ହେଲା ଟିମ୍‌ । ବିଏମ୍‌ସି ପକ୍ଷରୁ ଏହି ଟିମ୍‌ ଗଠନ କରାଯାଇଛି । ଭୁବନେଶ୍ୱରର ୩ଟି ଜୋନ୍‌ ପାଇଁ ୧୩ଟି ଟିମ୍‌ ଗଠନ ହୋଇଛି । ଏହି ଟିମ୍‌ ଦୁଇଟି ସିଫ୍ଟରେ କାମ କରିବେ । ଗୋଟିଏ ଟିମ୍‌ ସକାଳ ୮ଟାରୁ ଦିନ ୧୧ଟା ଓ ଅନ୍ୟ ଗୋଟିଏ ଟିମ୍‌ ଦିନ…