କରୋନା ଟେଷ୍ଟ ପାଇଁ ମହିଳାଙ୍କ ଯୌନାଙ୍ଗରୁ ସ୍ୱାବ ନମୁନା ସଂଗ୍ରହ, ଲ୍ୟାବ ଟେକି୍ନସିଆନ ଗିରଫ
ବିଶ୍ୱରେ କରୋନା ମହାମାରୀ ବ୍ୟାପିସାରିଛି। ଏଥିରେ ଅନେକ ଲୋକ ସଂକ୍ରମିତ ହେଉଥିବା ବେଳେ ସେମାନଙ୍କ ସ୍ୱାବକୁ ଟେଷ୍ଟ କରାଯାଇ କିପରି ସଂକ୍ରମଣରୁ ରକ୍ଷା ହୋଇପାରିବ ସଚେତନତା ମଧ୍ୟ କରାଯାଉଛି। ସାରା ବିଶ୍ୱର ବୈଜ୍ଞାନିକ ଏବ ଡାକ୍ତର କରୋନାର ପ୍ରତିଷେଧନ ଟୀକା ବାହାର କରିବା ପାଇଁ ଆପ୍ରାଣ ଉଦ୍ୟମ…