୭୦୦୦ ଟଙ୍କା ଶସ୍ତାରେ ମିଳୁଛି ସାମସଙ୍ଗର ଏହି ସ୍ମାର୍ଟ ଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ
ଭାରତର ଅନେକ ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ ମଧ୍ୟରୁ ସାମସଙ୍ଗ ଅନ୍ୟତମ । ସମୟ ସମୟରେ କମ୍ପାନୀ ନିଜ ୟୁଜର୍ସଙ୍କ ପାଇଁ ନୂଆ ସ୍ମାର୍ଟଫୋନ ଆଣିଥାଏ । କେବଳ ଏତିକି ନୁହେଁ ଇ-କମର୍ସ ସାଇଟଗୁଡ଼ିକରେ ଆପଣଙ୍କୁ ଅନେକ ରେଡମି ଫୋନରେ ମଧ୍ୟ ଭଲ ଅଫର ମିଳିଥାଏ । ତେବେ ଆପଣ ଫ୍ଲିପକାର୍ଟରେ Samsung…