Browsing Tag

samsung book s

ସାମସଙ୍ଗ ବୁକ୍‌ ଏସ୍‌ ଲାପଟପ ଲଞ୍ଚ, ରହିଛି ଫିଙ୍ଗରପ୍ରିଣ୍ଟ ସେନ୍ସର

ଦକ୍ଷିଣ କୋରିଆର ଜଣାଶୁଣା କମ୍ପାନୀ ସାମସଙ୍ଗ ଗାଲାକ୍ସି ବୁକ୍‌ ଏସ୍‌ ଲାପଟପ ଲଞ୍ଚ କରିଛି। ଏହା ବହୁତ ହାଲକା, ଅଲଟ୍ରାଥିନ ଏବଂ କନେକଟେ୍ଡ ଲାପଟପ। ଏହି ଲାପଟପରେ କ୍ୱାଲାକୋମ ସ୍ନାପଡ୍ରାଗନ ୮ସିଏକ୍ସ ପ୍ରୋସେସର ରହିଛି। ଏହାର ବ୍ୟାଟେରୀ ୨୩ ଘଣ୍ଟା ପର୍ଯ୍ୟନ୍ତ ବିନା ଚାର୍ଜରେ ଚାଲିପାରେ…