Browsing Tag

Samsung Galaxy A30s

Samsungର ଏହି ସ୍ମାର୍ଟଫୋନ୍‌ ହେଲା ଆହୁରି ଶସ୍ତା, ମିଳୁଛି ଟ୍ରିପଲ୍‌ କ୍ୟାମେରା ସେଟ୍‌ଅପ

Samsung Galaxy A30sର ଦାମ୍‌ ପୁଣିଥରେ ହ୍ରାସ ପାଇଛି। ଏହି ଫୋନ୍‌କୁ ଭାରତରେ ଗତ ସେପ୍ଟେମ୍ବର ମାସରେ ଲଞ୍ଚ୍‌ କରାଯାଇଥିଲା। ଏହାର ଦାମ୍‌ ନଭେମ୍ବରରେ ଥରେ କମିଥିଲା। ଏବେ ଦ୍ୱିତୀୟ ଥର ପାଇଁ ଏହାର ମୂଲ୍ୟ ହ୍ରାସ ପାଇଛି। Samsungର ଏହି ସ୍ମାର୍ଟଫୋନ୍‌ ଦାମ୍‌ରେ ୧,୦୦୦ ଟଙ୍କା କଟ୍‌…