କମିଲା Samsung Galaxy A50s ଫୋନର ମୂଲ୍ୟ, ଜାଣନ୍ତୁ କ’ଣ ରହିଛି ନୂଆ ମୂଲ୍ୟ
ଆପଣ ଯଦି ଫୋନ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଦମଦାର ଅଫର ରହିଛି। Samsung Galaxy A50s ଫୋନ ଏବେ ଶସ୍ତାରେ ଉପଲବ୍ଧ ହେଉଛି। କଥାଟି ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିନ୍ତୁ ଏହି ଫୋନ ଏବେ ୨୫୦୦ ଟଙ୍କା ରିହାତି ମୂଲ୍ୟରେ ବଜାରରେ ଉପଲବ୍ଧ ହେଉଛି। ଏହି ଫୋନ ଗତବର୍ଷ…