Samsung Galaxy M32ରେ ଦମଦାର ଫିଚର୍ସ ସହ ରହିଛି ଜବରଦସ୍ତ ଲୁକ, ଶୀଘ୍ର କିଣନ୍ତୁ
ସାମସଙ୍ଗ ଭାରତୀୟ ବଜାରରେ ନିଜର ନୂଆ ସ୍ମାର୍ଟଫୋନ Samsung Galaxy M32 ଲଞ୍ଚ କରିଛି । ଆଜିଠାରୁ ଏହାର ପ୍ରଥମ ସେଲ ଆରମ୍ଭ ହୋଇସାରିଛି । ସ୍ମାର୍ଟଫୋନର ଅନଲାଇନ ସପିଂ ୱେବସାଇଟ ଆମାଜନ, ସାମସଙ୍ଗ ଇଣ୍ଡିଆ ଅନଲାଇନ ଷ୍ଟୋର ପ୍ରମୁଖ ରିଟେଲ ଷ୍ଟୋର୍ସରୁ ଆପଣ ଏହାକୁ କିଣି ପାରିବେ ।…