ଦମ୍ଦାର ପ୍ରୋସେସର ସହିତ ସାମ୍ନାକୁ ଆସିଲା Samsung Galaxy Z Flip 5G ସ୍ମାର୍ଟଫୋନ, ଯାହାର ଦାମ୍ ୧.୮ ଲକ୍ଷ
ଲୋକପ୍ରିୟ ଫୋନ ନିର୍ମାତା କମ୍ପାନୀ ପ୍ରିମିୟମ Samsung Galaxy Z Flip ଫୋଲଡେବଲ୍ 5G ସ୍ମାର୍ଟଫୋନକୁ ଲଞ୍ଚ କରିଛି। ଏହି ଫୋନ 4G ମଡେଲ ଭଳି ରହିଛି। କେବଳ ଏହାର ପ୍ରୋସେସରରେ ପରିବର୍ତ୍ତନ କରାଯାଇଛି। ଏହି ସ୍ମାର୍ଟଫୋନର ମୂଲ୍ୟ ୧,୦୮,୨୦୦ଟଙ୍କା ରହିଛି।
ସ୍ପେସିଫିକସନ :
କମ୍ପାନୀ ଏଥିରେ…