ଇନଫିନିଟି-O ଡିସପ୍ଳେ ସହ ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି ଏମ୍ ୪୦, ଜାଣନ୍ତୁ କେତେ ରହିଛି ମୂଲ୍ୟ
ନୂଆଦିଲ୍ଲୀ : ଭାରତରେ ଖୁବ ଲୋକପ୍ରିୟ ରହିଥିବା ସାମସଙ୍ଗ ଗ ସିରିଜରେ ଏକ ନୂଆ ସ୍ମାର୍ଟଫୋନ ଏମ୍ ୪୦ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନକୁ ଇନଫିନିଟି-O ଡିସପ୍ଳେ ଏବଂ ଟ୍ରିପଲ ରିୟର କ୍ୟାମେରା ସହ ଲଞ୍ଚ କରାଯାଇଛି। ଭଲ ପରଫମାନ୍ସ ପାଇଁ ଏହି ଫୋନରେ କମ୍ପାନୀ ସ୍ନାପଡ୍ରାଗନ୍ ପ୍ରୋସେସରକୁ ସାମିଲ…