Browsing Tag

samsung new tv

ସାମସଙ୍ଗ ଲଞ୍ଚ୍ କଲା Micro LED TV: ଦାମ୍ ୧.୧୫ କୋଟିରୁ ଊର୍ଦ୍ଧ୍ବ, ଜାଣନ୍ତୁ କ’ଣ ରହିଛି ଖାସିୟତ

ସାମସଙ୍ଗ ଲଞ୍ଚ କରିଛି ଏକ ନୂଆ ସ୍ମାର୍ଟ ଟିଭି, ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। କୋରିଆନ କମ୍ପାନୀ ସାମସଙ୍ଗ ନୂଆ micro LED Tv ଲଞ୍ଚ କରିଛି। ଯାହାର ଦାମ୍ ୧.୧୫ କୋଟି ଟଙ୍କା ରହିଛି। ଆପଣଙ୍କ ଭାବୁଥିବେ କି, ଟିଭିରେ ଏପରି କ’ଣ ରହିଛି ଯେ, ଏହାର ଦାମ୍ ଏତେ ମହଙ୍ଗା। ଜାଣନ୍ତୁ…