ଲଞ୍ଚ ହେଲା Samsung Galaxy S24 ସିରିଜ, ଜାଣନ୍ତୁ କେତେ ରହିଛି ଏହାର ଦାମ୍
କାଲିଫର୍ନିଆର ସେନ ଜୋସରେ ଥିବା SAP ସେଣ୍ଟରରେ ଆୟୋଜିତ ସାମସଙ୍ଗ ଗାଲାକ୍ସି ଅନପ୍ୟାକ୍ ୨୦୨୪ ଇଭେଣ୍ଟରେ କମ୍ପାନୀ ଏହାର ଫ୍ଲାଗସିପ୍ ଗାଲାକ୍ସି S24 ସିରିଜ୍ ସହିତ ଅନ୍ୟାନ୍ୟ ନୂତନ ଉତ୍ପାଦକୁ ଉନ୍ମୋଚନ କରିଥିଲା । ଇଭେଣ୍ଟ ସମୟରେ ସାମସଙ୍ଗ ତିନୋଟି ଫୋନ୍ ଲଞ୍ଚ କରିଥିଲା ଯେଉଁଥିରେ…