Browsing Tag

sanath jayasuriyas

କ୍ରିକେଟର ଜୟସୂରିୟାଙ୍କର ମିଥ୍ୟା ମୃତ୍ୟୁ ଖବରକୁ ସତ ଭାବି ବସିଲେ ଏହି ଭାରତୀୟ ଖେଳାଳି

ଶ୍ରୀଲଙ୍କାର ପୂର୍ବତନ ଖେଳାଳି ତଥା ଅଧିନାୟକ ସନଥ ଜୟସୂରିୟାଙ୍କର ମିଥ୍ୟ ମୃତ୍ୟୁ ଖବର ଆସିବା ପରେ ତାହା ନିଆଁ ଭଳି ବ୍ୟପି ଯାଇଥିଲା। କୌଣସି ନ୍ୟୁଜ୍ ମିଡିଆ ଏହି ସମ୍ବନ୍ଧୀୟ କୌଣସି ସୂଚନା ପ୍ରଦାନ କରିନଥିଲେ ମଧ୍ୟ ଖବରଟି ସୋସିଆଲ ମିଡିଆରେ ବ୍ୟପୁଥିବାରୁ ଏହାକୁ କିଛି ଲୋକ ସତ ମାନିନେଇଥିଲେ।…