ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀକୁ ନେଇ ସାରା ଦେଶରେ ଉତ୍ସାହ : ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ…
ପୁରୀ : ୭୯ ତମ ସ୍ୱାଧୀନତା ଦିବସକୁ ନେଇ ସାରା ଦେଶରେ ନାହିଁ ନ ଥିବା ଉତ୍ସାହ । ଏହାକୁ ପାଳନ କରିବା ପାଇଁ ସାରା ଦେଶରେ ହୋଇଛି ବ୍ୟାପକ ପ୍ରସ୍ତୁତି । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ…