Below header
Browsing Tag

sand transporting

ବାଲି ଚୋରି ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ, ୮ ବାଲି ଗାଡ଼ି ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଧୂଷୁରୀ ପୋଲିସ ଦ୍ବାରା ବେଆଇନ ବାଲି ଗାଡ଼ି ଜବତ। ଭଦ୍ରକ ଜିଲ୍ଲା ଧାମନଗର ଧୂଷୁରୀ ଅଞ୍ଚଳ ଦେଇ ଯାଇଥିବା କୋଚିଳା ନଦୀରୁ ବାଲି ନେଇ ଆସୁଥିବା ପ୍ରାୟ ୮ ଗୋଟି ବାଲି ଗାଡ଼ିକୁ ଧୂଷୁରୀ ଥାନା ଆଗରେ ଆଜି ସକାଳୁ ସକାଳୁ ଜବତ କରିଛି ଧୂଷୁରୀ ପୋଲିସ। ସମସ୍ତ…

ବାଲି ଚୋରା ଚାଲାଣ ବେଳେ ୭ ହାଇୱା ଜବତ, ୬ ଡ୍ରାଇଭର ଗିରଫ

ବାଙ୍ଗିରିପୋଷି : ମୟୂରଭଂଜ ଜିଲ୍ଲା ସାରସକଣା ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀରୁ ଚୋରା ବାଲି ଚାଲାଣ କରୁଥିବା ସମୟରେ ୭ଟି ହାଇୱାକୁ ଧରିବାରେ ସଫଳ ହୋଇଛି ଝାରପୋଖରିଆ ପୋଲିସ । ପ୍ରକାଶ ଥାଉକି, ସାରସକଣା ତହସିଲ ଅଧୀନ ଶୀର୍ଷା ରୁଗୁଡିସାହି ଓ ପାଣ୍ଡରା ଘାଟ ଅଞ୍ଚଳରୁ ବେଆଇନ ଚୋରା ବାଲି…