କଳାହାଣ୍ଡି ଥୁଆମୂଳ ରାମପୁର ବନପାଳଙ୍କ ବାସଭବନ ପରିସରରୁ ମୂଲ୍ୟବାନ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ…
କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଦକ୍ଷିଣ ରେଞ୍ଜ ମୁଖ୍ୟାଳୟ ଥୁଅମୂଳ ରାମପୁରର ପୁରାତନ ବନପାଳ ବାସଭବନ ପରିସରରେ ଥିବା ଏକ ୪୦ ବର୍ଷ ପୁରୁଣା ଚନ୍ଦନ ଗଛକୁ ଦୁର୍ବୃତ୍ତ ମାନେ ବିଳମ୍ବିତ ରାତିରେ କାଟି ନେଇଛନ୍ତି l ଏବଂ ସେହି ନିକଟରେ ଥିବା ଜଣେ ବ୍ୟବସାୟୀଙ୍କ ଘର ପା.ରୁ …