ସ୍କିନ୍ ସମସ୍ୟା ଯୋଗୁ ଚିନ୍ତିତ କି ? ଆଜି ହିଁ ବ୍ୟବହାର କରନ୍ତୁ ହଳଦୀ ଏବଂ ଚନ୍ଦନର ଫେସ୍ ମାସ୍କ ମିଳିବ ଅନେକ ଲାଭ
ଆପଣମାନେ ପୂର୍ବ କାଳରେ ହଳଦୀ ଓ ଚନ୍ଦନର ଉପକାରିତା ବିଷୟରେ ଶୁଣିଥିବେ । ତେବେ ହଳଦୀ ଏବଂ ଚନ୍ଦନ ଆମ ସ୍କିନ୍ ପାଇଁ ଭଲ ବୋଲି ବିବେଚନା କରାଯାଏ । ଏହା ଦ୍ୱାରା ମୁହଁର ଅନେକ ସମସ୍ୟା ଦୂର ହୋଇଥାଏ । ଏହା ସହ ଚେହେରାକୁ ଚମକାଇବା ଏବଂ ରଙ୍ଗକୁ ସଫା କରିବା ପାଇଁ ହଳଦୀ ଏବଂ ଚନ୍ଦନ ସାହାଯ୍ୟ…