ଅର୍ଡର କରିଥିଲେ ପନିର ଟିକ୍କା ସାଣ୍ଡଓ୍ଵିଚ୍, ଆସିଲା ଚିକେନ୍; ଯୁବତୀ ମାଗିଲେ ୫୦ ଲକ୍ଷ କ୍ଷତିପୂରଣ
ପନିର ଟିକ୍କା ସାଣ୍ଡୱିଚ୍ ବଦଳରେ ଡେଲିଭର ହେଲା ଚିକେନ୍ ସାଣ୍ଡଓ୍ଵିଚ୍ । ଗୁଜରାଟର ଅହମ୍ମଦାବାଦରୁ ଆସିଛି ଏଭଳି ଏକ ଅଭିଯୋଗ । ଏଠାରେ ଥିବା ଏକ ରେଷ୍ଟୁରାଣ୍ଟରୁ ଅନ୍ଲାଇନ ଅର୍ଡରରେ ପନିର ବଦଳରେ ଚିକେନ୍ ଦିଆଯାଇଥିବା ଅଭିଯୋଗ ହୋଇଛି ।
ନିରାଲି ପରମାର ନାମ୍ନୀ ଯୁବତୀ ତାଙ୍କ ଅଭିଯୋଗରେ…