ସାହସ ଅଛି ଯଦି.. ଭେରିଫାଏଡ ଆକାଉଣ୍ଟରୁ ମିମ୍ସ ସେୟାର କର, ସାନିଆଙ୍କ ସହିତ ବିବାହକୁ ନେଇ ମୁହଁ ଖୋଲିଲେ ଶାମି
ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ଛାଡପତ୍ର ପରେ ମହମ୍ମଦ ଶାମିଙ୍କୁ ବିବାହ ନେଇ ଚର୍ଚ୍ଚା ଚାଲିଥିଲା । ଏହି ଚର୍ଚ୍ଚାକୁ ନେଇ ସାନିଆ ମିର୍ଜା ନିଜର ମନ୍ତବ୍ୟ ଦେଇସାରିଥିବା ବେଳେ ମହମ୍ମଦ ଶାମି ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏକ ୟୁଟ୍ୟୁବ ଶୋରେ ଶାମି…