ମା’ ସାନିଆଙ୍କ ବିଜୟ, ଟେନିସ୍କୁ ପ୍ରତ୍ୟାବର୍ତ୍ତନ ପରେ ହୋବାର୍ଟ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଲେ
ହୋବାର୍ଟ : ଦୁଇ ବର୍ଷ ପରେ ପ୍ରତିଯୋଗିତାକୁ ଫେରିଲେ । ଆଉ ପୂରା ଜୋରଦାର କମ୍ବ୍ୟାକ୍ କଲେ ଭାରତର ଟେନିସ୍ କୁଇନ୍ ସାନିଆ ମିର୍ଜା । ଏଠାରେ ଖେଳା ଯାଉଥିବା ଡବଲ୍ୟୁଟିଏ ସର୍କିଟ୍ ମହିଳା ଡବଲ୍ସର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ସାନିଆ । ତାଙ୍କ ସାଥୀ ଖେଳାଳି ୟୁକ୍ରେନ୍ର…