ଶୁଶାନ୍ତ ସିଂହଙ୍କ ବିରୋଧରେ ଅଭିନେତ୍ରୀ ଆଣିଲେ ଅସଦାଚରଣ ଅଭିଯୋଗ, ଟ୍ବିଟର୍ ନେଲା ଶକ୍ତ ପଦକ୍ଷେପ
ପୁଣି #MeToo ରେ ଗଡିଲା ଆଉ ଏକ ମୁଣ୍ଡ । ଏଥର ଫସିଛନ୍ତି ଶୁଶାନ୍ତ ସିଂହ ରାଜପୁତ । ଆଉ ଶୁଶାନ୍ତଙ୍କ ବିରୋଧରେ ଶକ୍ତ ପଦକ୍ଷେପ ନେଇଛି ଟୁଇଟର । ଛୋଟ ପରଦାରୁ ବଡ ପରଦାରେ ପର୍ଯ୍ଯନ୍ତ ସବୁଠାରେ ନିଜ ଅଭିନୟର ଜଲୱା ଦେଖାଇଥିବା ଶୁଶାନ୍ତଙ୍କ ବିରୋଧରେ କିଛି ଦିନ ତଳେ ଅସଦାଚରଣ ଅଭିଯୋଗ ଆଣିଥିଲେ…