Browsing Tag

sanjay das burma

ପ୍ରତାପ ଓ ସଞ୍ଜୟଙ୍କୁ ବିଜେଡିର ବଡ ଦାୟିତ୍ୱ, କେନ୍ଦ୍ରପଡ଼ା ଓ ଭଦ୍ରକ ପାଇଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ

ଭୁବନେଶ୍ୱର (କେନ୍ୟୁଜ): ବିଧାୟକ ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମାଙ୍କୁ ବଡ ଦାୟିତ୍ୱ । ପ୍ରତାପ ଜେନାଙ୍କୁ କେନ୍ଦ୍ରପଡ଼ା ଏବଂ ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ବିଜୁ ଜନତା ଦଳ । ଉଭୟ ନେତାଙ୍କୁ ପର୍ଯ୍ୟବେପକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ଦଳର…

କେମିତି ହେଲା ସଂଜୟ ଦାସ ବର୍ମାଙ୍କ PA ଚିତ୍ତରଂଜନଙ୍କ ମୃତ୍ୟୁ ? ମୃତକଙ୍କ ପତ୍ନୀ ଆଣିଲେ ସଂଘାତିକ ଅଭିଯୋଗ

ପୁରୀ(କେନ୍ୟୁଜ୍): ରାଜ୍ଯ ଯୋଜନା ବୋର୍ଡ ଉପଧକ୍ଷ ସଂଜୟ ଦାସ ବର୍ମାଙ୍କ PA ଚିତ୍ତ ରଂଜନ ପଲେଇଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସବୁଠୁ ବଡ଼ କଥା ହେଉଛି ଏହି ମୃତ୍ୟୁ ଘଟଣାରେ ସଂଜୟ ଦାସ ବର୍ମାଙ୍କ ହାତ ଥିବା ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ରାଜନୈତିକ କାରଣରୁ…

ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା, ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ୱ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏହା ସହ ତାଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି । ଆସନ୍ତାକାଲି ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ସେ ଦାୟିତ୍ୱ ନେବେ । ନୂଆ…