ଗାନ୍ଧୀଗିରୀକୁ ମନେ ପକାଇଲେ ବିଲିଉଡ ଷ୍ଟାର ସଞ୍ଜୟ ଦତ୍ତ, ମଜାଦାର ଭିଡିଓ ପୋଷ୍ଟ କରି ଫ୍ୟାନଙ୍କୁ ଜଣାଇଲେ ଶୁଭେଚ୍ଛା
କେନ୍ୟୁଜ୍(ବ୍ୟୁରୋ): ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଗିରୀକୁ ମନେ ପକାଇଛନ୍ତି ବିଲିଉଡ ଷ୍ଟାର ସଞ୍ଜୟ ଦତ୍ତ । ମଜାଦାର ଭିଡିଓ ପୋଷ୍ଟ କରି ଫ୍ୟାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବହୁଚର୍ଚ୍ଚିତ ମୁଭି ‘ଲଗେ ରହୋ ମୁନ୍ନା ଭାଇ’ର ଭିଡିଓ କ୍ଲିପ ପୋଷ୍ଟ କରିଛନ୍ତି । ଫିଲ୍ମରେ ସଞ୍ଜୁ ବାବା ଭିନ୍ନ…