ପୁଣିଥରେ ଧମାଲ କରିବେ ସଞ୍ଜୟ ଲୀଲା ଭନସାଲୀ, ଅନାଉନ୍ସ ହେଲା ଫିଲ୍ମ ‘ଲଭ୍ ଆଣ୍ଡ୍ ୱାର୍’ ର ରିଲିଜ୍ ଡେଟ୍
ନିକଟରେ ବଲିଉଡର ସୁପରହିଟ୍ ଡାଇରେକ୍ଟର୍ ସଞ୍ଜୟ ଲୀଲା ଭନସାଲୀଙ୍କ ଆଗାମୀ ଫିଲ୍ମ 'ଲଭ୍ ଆଣ୍ଡ୍ ୱାର୍'ର ରିଲିଜ୍ ଡେଟ୍ ଅନାଉନ୍ସ କରାଯାଇଛି । ହୀରାମଣ୍ଡି ସିରିଜ୍ ପରେ ବଡ ପରଦାରେ ଫେରୁଥିବା ସଞ୍ଜୟ ଲୀଲା ଭନସାଲୀଙ୍କ ଏହି ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ ମୁଖ୍ୟ ଭୂମିକାରେ…