ରାଜ୍ୟ ବାହାରେ ଫସିଛନ୍ତି ଦେଢ ଲକ୍ଷ ଓଡ଼ିଆ, ସୂଚନା ଦେଲେ ଗୃହ ସଚିବ ସଞ୍ଜୀବ ଚୋପ୍ରା
ଭୁବନେଶ୍ବର: ରାଜ୍ୟ ବାହାରେ ଫସିଛନ୍ତି ଦେଢ ଲକ୍ଷ ଓଡ଼ିଆ । ୪୦ ହଜାର ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିଛି । ଏଯାଏ କଣ୍ଟ୍ରୋଲରୁମକୁ ୫ ହଜାର ୨ଶହ କଲ୍ ଆସିଛି । ଶହେରୁ ଅଧିକ ଲୋକଥିବା ସ୍ଥାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଭଳି ୨୩୦ଟି ଓଡ଼ିଆ ଗ୍ରୁପ୍ ଚିହ୍ନଟ ହୋଇଛି। ଦିଲ୍ଲୀ, ଗୁଜରାଟ,…