Browsing Tag

sanjeev mallik

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଜାରକା ନିକଟରେ କାର୍‌କୁ ଧକ୍କା ଦେଲା ଟ୍ରକ୍

ଭଦ୍ରକ(କେନ୍ଯୁଜ୍): ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ। ବିଧାୟକ ଭୁବନେଶ୍ୱରରୁ ଭଦ୍ରକ ଫେରୁଥିବାବେଳେ ଜାରକା ନିକଟରେ ଦୁର୍ଘଟଣା ଘଟିଥିଲା। ତାଙ୍କ ଗାଡିକୁ ଏକ ଟ୍ରକ ଧକ୍କା ଦେଇଥିଲା। ତେବେ ବିଧାୟକ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗାଡିର…