ସଞ୍ଜୁ ଶିଖାଇବ ସଂଚୟ ଏବଂ ନିବେଶର ପାଠ : ସଞ୍ଜୟ ଦତ୍ତଙ୍କ ବାୟୋପିକରେ ରହିଛି ୫ ଟିପ୍ସ
ବକ୍ସ ଅଫିସରେ ଧମାଲ୍ ମଚାଇଛି ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ’ସଞ୍ଜୁ’ । ସବୁ ବର୍ଗର ଦର୍ଶକଙ୍କ ସହ ଆଲୋଚକଙ୍କ ପ୍ରଶଂସା ମଧ୍ୟ ସାଉଁଟିଛି ସିନେମାଟି । ଦର୍ଶକଙ୍କ ହୃଦୟରେ ରାଜ୍ କରୁଛି ସଞ୍ଜୁ । କିନ୍ତୁ ସିନେମାରେ ଲୁଚି ରହିଛି ପର୍ସନାଲ୍ ଫାଇନାନ୍ସର କିଛି ଟିପ୍ସ । ଯାହା ଆପଣଙ୍କୁ ନିବେଶ ଏବଂ…