ରାମ ମନ୍ଦିର ନିର୍ମାଣରେ ବିଳମ୍ବ ପ୍ରସଙ୍ଗ , କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ…
ପୁରୀ(କେନ୍ୟୁଜ୍) : ରାମ ମନ୍ଦିର ନିର୍ମାଣରେ ବିଳମ୍ବ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସାଢେ ଚାରି ବର୍ଷ ଭିତରେ କେନ୍ଦ୍ରରେ ମୋଦି ସରକାର କଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।…