Browsing Tag

sankha bhawan

ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ, ଆଗାମୀ ସାଙ୍ଗଠନିକ ନିର୍ବାଚନ ସହ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଲୋଚନା

 ଭୁବନେଶ୍ୱର : ଆଗାମୀ ସାଙ୍ଗଠନିକ ନିର୍ବାଚନ ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ।  ସମନ୍ବୟ ଓ କ୍ରିୟାନୁଷ୍ଠାନ କମିଟି ସହ ଉପଦେଷ୍ଟା କମିଟି, ସଭ୍ୟ ସଂଗ୍ରହ ଅଭିଯାନ କମିଟି ଓ କାର୍ଯ୍ୟ ପରିଚାଳନା କମିଟର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି ।  ସଭ୍ୟ ସଂଗ୍ରହ ଓ…

ଶଙ୍ଖ ଭବନ କଣ ହୋଟେଲ ବନି ଯାଇଛି ? :  ପୁଣି ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ବର : ଶଙ୍ଖ ଭବନ ପାଲଟିଛି ହୋଟେଲ । ଏଠି ସାଧାରଣ ଲୋକେ ୮୦ ଟଙ୍କା ଦେଇ ମିଲ୍ ଖାଉଛନ୍ତି । ବଜାରରେ ସାଦା ମିଲ୍ ୫୦ ଟଙ୍କାରେ ମିଳୁଥିବା ବେଳେ ବିଜେଡି ୩୦ ଟଙ୍କା ଅଧିକ ଲାଭ ନେଇ କଣ କରୁଛି ? ତୁମ ପାଖରେ କଣ ଅଭାବ ରହିଲା ଯେ ହୋଟେଲ କରିଛ ? ଏଭଳି ଅଭିଯୋଗ ଆଣିଛି ବିଜେପି । ବିଜେପି…

ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଗୁରୁମନ୍ତ୍ର ଦେବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏକାଠି ହୋଇଛନ୍ତି ଦଳର ହେଭିୱେଟ୍ ନେତା ଓ ଜିଲ୍ଲା ସଭାପତି । ଆଗାମୀ ଦିନରେ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମ ସହ ସାଂଗଠନିକ ରୂପରେଖ ନେଇ ଚାଲିଛି ଆଲୋଚନା । ସଂଗଠନକୁ ଆହୁରି ମଜଭୁତ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେବେ…

ଶଙ୍ଖ ଭବନରେ ସ୍ୱାଧୀନତା ଦିବସ ପାଳିତ, ନବୀନ ପଟ୍ଟନାୟକ କଲେ ପତାକା ଉତ୍ତୋଳନ

ଭୁବନେଶ୍ୱର  :ଶଙ୍ଖଭବନରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ…

ଓଡ଼ିଶାର ଅତୀତ ସହ ଭବିଷ୍ୟତକୁ ଯୋଡ଼ିବ ‘ଶଙ୍ଖ ଭବନ’: ନବୀନ

କେନ୍ୟୁଜ(ବ୍ୟୁରୋ): ନୂଆ କାର୍ଯ୍ୟାଳୟ ନୂଆ ଉତ୍ସାହ । ଅକ୍ଷୟ ତୃତୀୟାରେ ବିଜେଡିର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦ୍‌ଘାଟିତ। ସାଢେ ୪ କୋଟି ଓଡ଼ିଆଙ୍କ ସେବାରେ ‘ଶଙ୍ଖ ଭବନ’ ସମର୍ପିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଶଙ୍ଖ ଭବନ’ ଓଡ଼ିଶାବାସୀଙ୍କ ପ୍ରିୟ ଭବନ ହେବ ।…

ବିଜୁ ଜନତା ଦଳର ତିନି ମହଲା ବିଶିଷ୍ଟ ନୂଆ ଅଫିସକୁ ଆଜି ଉଦ୍‌ଘାଟନ କରିବେ ବିଜେଡି ସୁପ୍ରିମୋ: କୋଠାରେ ଫୁଟିଛି ଓଡ଼ିଆ…

କେନ୍ୟୁଜ(ବ୍ୟୁରୋ):ସଜେଇ ହୋଇଛି ଶଙ୍ଖ ଭବନ । ରାଜଧାନୀର ଏୟାରପୋର୍ଟ ଛକରୁ ଏଜି ଛକ ଯାଏ ରାସ୍ତା ପାର୍ଶ୍ୱରେ ଲାଗିଛି ହୋର୍ଡିଂ । ଲାଇଟ୍‌ ଓ ବେଲୁନରେ ଝଲସୁଛି । ଭୁବନେଶ୍ୱର ୟୁନିଟ-୬ରେ ନିର୍ମିତ ବିଜୁ ଜନତା ଦଳର ତିନି ମହଲା ବିଶିଷ୍ଟ ନୂଆ ଅଫିସ ଚମକୁଛି । ଆଜି ଏହାକୁ ଉଦ୍‌ଘାଟନ କରିବେ…