ପୂର୍ବତନ ପ୍ରେମିକ ବୀର୍ ପାହାଡିଆଙ୍କ ସହ ଝୁମିଲେ ସାରା, BTS ଭିଡିଓରେ କଲେ ଡ୍ୟାନ୍ସ, ଫ୍ୟାନ୍ସ କହିଲେ ହୋଇଗଲା କି…
ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବେ ଉତ୍ତରାଖଣ୍ଡର ମସୁରୀରେ ଅଛନ୍ତି । ସେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ 'ସ୍କାଏ ଫୋର୍ସ' ପାଇଁ ସୁଟିଂ କରୁଛନ୍ତି । ଏଥିରେ ତାଙ୍କ ସହିତ ଅକ୍ଷୟ କୁମାର ନଜର ଆସିବେ । ତେବେ ଅଭିନେତ୍ରୀ ଏ ପର୍ଯ୍ୟନ୍ତ ଏହି ଫିଲ୍ମକୁ ଅଫିସିଆଲି ଭାବେ ଘୋଷଣା କରି…