ସୁଟିଂ ସେଟ୍ରେ ଜଳିଯାଇଥିଲ ସାରାଙ୍କ ପେଟ, ରାମ୍ପ ଓ୍ଵାକ୍ରେ ଫ୍ୟାନ୍ସ ଦେଖି ହେଲେ ଆଶ୍ଚର୍ଯ୍ୟ
ଫିଲ୍ମ ‘ମର୍ଡର ମୁବାରକ’ ରିଲିଜ ହେବା ପରେ ସାରା ଅଲି ଖାନ ଏଥର ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଅଭିନେତ୍ରୀ ସାରା ଅଲି ତାଙ୍କ ପର୍ସନାଲ ଲାଇଫ୍ ପାଇଁ ସର୍ବଦା ହେଡଲାଇନ୍ ରହିଥାନ୍ତି । କିନ୍ତୁ ଗତ କିଛି ମାସ ଧରି ସେ ତାଙ୍କ ପ୍ରଫେସ୍ନାଲ ଲାଇଫ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି ।…