Browsing Tag

saraswati puja

ଆଜି ଶ୍ରୀପଞ୍ଚମୀ, ବିଭିନ୍ନ ବିଦ୍ୟାଳୟ ଠାରୁ ଆରମ୍ଭ କରି ଅନୁଷ୍ଠାନରେ ପୂଜା ପାଉଛନ୍ତି ବାଗଦେବୀ ମା’ ସରସ୍ବତୀ

ମୟୁରଭଞ୍ଜ: ଆଜି ଶ୍ରୀପଞ୍ଚମୀ । ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ୱତୀଙ୍କ ସ୍ୱତନ୍ତ୍ର ପୂଜାର ଦିନ ।  ପୌରାଣିକ ମାନ୍ୟତା ଅନୁସାରେ ବସନ୍ତ ପଞ୍ଚମୀ ଦିନ ମା ସରସ୍ୱତୀ ପ୍ରକଟ ହୋଇଥିଲେ ।  ତେଣୁ ଏହି ଦିନକୁ ମଧ୍ୟ ବସନ୍ତ ପଞ୍ଚମୀ କୁହାଯାଏ ।  ଜଣେ ମଙ୍ଗଳକାରିଣୀ ଦେବୀ ଭାବେ…

ସରସ୍ବତୀ ପୂଜା ପାଳନକୁ ନେଇ ଦୂର ହେଲା ଦ୍ବନ୍ଦ୍ବ, ଫେବ୍ରୁଆରୀ ୨ ହେବ ବୋଲି ସ୍ପଷ୍ଟ କଲେ ଶ୍ରୀମନ୍ଦିର ନୀତି ପ୍ରଶାସକ

ସରସ୍ବତୀ ପୂଜା ତାରିଖ ଦ୍ବନ୍ଦ୍ବ ଦୂର କଲେ ଶ୍ରୀମନ୍ଦିର ପ୍ରଶାସନ। ଫେବ୍ରୁଆରୀ ୨ ତାରିଖରେ ପାଳିତ ହେବ ସରସ୍ବତୀ ପୂଜା । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ନୀତି ପ୍ରଶାସକ । ବିଧି ଅନୁସାରେ ସେହି ଦିନ ରଥ କାଠ ଅନୁକୂଳ କରାଯିବ କହିଛନ୍ତି ନୀତି ପ୍ରଶାସକ। ଅନ୍ୟପଟେ ଆସନ୍ତା ଫେବୃୟାରୀ ୨ କି…

ବଦଳି ହୋଇଥିବା ଶିକ୍ଷୟିତ୍ରୀଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ହୋଇପାରୁନି ମା’ ସରସ୍ୱତୀଙ୍କ ବିସର୍ଜନ

ବିସର୍ଜନ ହେବା ପାଇଁ ଚାହିଁ ରହିଛନ୍ତି ମା' ସରସ୍ୱତୀ କିନ୍ତୁ ବିବାଦ ଯୋଗୁଁ ହୋଇପାରୁନାହିଁ ବିସର୍ଜନ । ଗତ ବୁଧବାର ଥିଲା ସରସ୍ୱତୀ ପୂଜା । ଏହିଦିନ ସମସ୍ତ ଶିଖାନୁଷ୍ଠାନ ମାନଙ୍କରେ ହୋଇଥାଏ ମା'ଙ୍କ ପୂଜା । ସେହି ଭଳି ରେଢ଼ାଖୋଲର ଏକ ବିଦ୍ୟାଳୟରେ ମଧ୍ୟ ହୋଇଥିଲା ମା' ସରସ୍ୱତୀଙ୍କ ପୂଜା ।…

ବସନ୍ତ ପଞ୍ଚମୀରେ ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଶୈଳୀଙ୍କୁ ନେଇ ଉତ୍ତେଜନା, ସୋସିଆଲ ମିଡିଆରେ…

ବସନ୍ତ ପଞ୍ଚମୀ ଅବସରରେ, ତ୍ରିପୁରାର ଅଗରତାଲା ଠାରେ ମାତା ସରସ୍ୱତୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଏବେ ଖୁବ ବିବାଦ ସୃଷ୍ଟି ହୋଇଛି । ଅଗରତାଲାର ଏକ ସରକାରୀ କଲେଜରେ ସରସ୍ୱତୀ ପୂଜା ସମୟରେ ବିନା ପାରମ୍ପରିକ ଶାଢୀରେ ଦେବୀ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି…

ଆଜି ସରସ୍ବତୀ ପୂଜା : ଶିକ୍ଷାନୁଷ୍ଠାନରେ ଚାଲିଛି ମା’ ବାଗଦେବୀଙ୍କ ପୂଜା

ଭୁବନେଶ୍ୱର (କେନ୍ୟୁଜ): ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ଙ୍କ ଆଗମନ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ। ସଜେଇ ହୋଇଛି ସ୍କୁଲ ଓ କଲେଜ। ମନ୍ତ୍ର ଓ ଧ୍ବନୀରେ…

ନିଆରା ଢ଼ଙ୍ଗରେ ସରସ୍ଵତୀ ପୂଜା ପାଳିଲେ ରେଙ୍ଗାଳି ପ୍ରକଳ୍ପ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ

କଣିଁହା (କେନ୍ୟୁଜ୍): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଆମେ ବସନ୍ତ ପଞ୍ଚମୀ ଖୁବ୍ ଧୁମଧାମରେ ପାଳନ କରିଥିଲେ। ଏହିଦିନ ଜ୍ଞାନର ଦେବୀ ମାଆ ସରସ୍ୱତୀଙ୍କ ପୂଜା କରାଯାଏ। ଚଳିତ ଥର ମାଆଙ୍କ ପୂଜାରେ ଏକ ଅତ୍ୟନ୍ତ ଶୁଭଯୋଗ ପଡିଥିଲା। ଏହି ଯୋଗରେ ରାଜ ପଞ୍ଚକ ଯୋଗ ବନିଥିଲା। ତେବେ ବିଶ୍ବାସ ରହିଛି…

ବସନ୍ତ ପଞ୍ଚମୀ ଦିନ ଲଗାନ୍ତୁ ମୟୂରପୁଚ୍ଛ ଗଛ, ମା’ ସରସ୍ୱତୀ ଅଜାଡିବେ କୃପା

ବସନ୍ତ ପଞ୍ଚମୀ ଦିନ ବହୁତ ଶୁଭ ହୋଇଥାଏ । ଏହି ଦିନ ମା’ ସରସ୍ୱତୀଙ୍କୁ ପୂଜା କରାଯାଏ। ଦେବୀ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି କୁହାଯାଏ । ବସନ୍ତ ପଞ୍ଚମୀ ଦିନ ବିଦ୍ୟାର୍ଥୀଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ । ଏହି ଦିନ ମା’ ସରସ୍ୱତୀଙ୍କ ପୂଜା କରାଯାଏ । ଏହି ଦିନ ଗଛ ଲଗାଇବା ବହୁତ ଶୁଭ…

ଜାଣନ୍ତୁ ବସନ୍ତ ପଞ୍ଚମୀ କାହିଁକି ଶୁଭ , ଏହି ଦିନ କେଉଁ ମାନେ କରିପାରିବେ ବିବାହ ?

ବସନ୍ତ ପଞ୍ଚମୀରେ ବସନ୍ତ ଋତୁର ଆଗମନ ହୋଇଥାଏ । ଆସନ୍ତା କାଲି ପଡୁଛି ବସନ୍ତ ପଞ୍ଚମୀ । ଏହିଦିନ ବିଦ୍ୟାର ଦେବୀ ସରସ୍ୱତୀଙ୍କୁ ଆରଧନା କରିବା ସହ କାମଦେବଙ୍କୁ ମଧ୍ୟ ପୂଜା କରାଯାଏ। ଏହା ବ୍ୟତୀତ ବସନ୍ତ ପଞ୍ଚମୀ ଦିନ ମଧ୍ୟ ବିବାହ ପାଇଁ ଶୁଭ ଅଟେ । ବିଶ୍ୱାସ କରାଯାଏ ଯେ ଏହି ଦିନ ବିବାହ ପାଇଁ…

ପୁରୀ ବେଳାଭୁମିରେ ବାଲୁକା କଳାରେ ମା ସରସ୍ୱତୀ

ପୁରୀ(କେନ୍ଯୁଜ୍): ବାଲୁକା କଳାରେ ମା ସରସ୍ୱତୀ । ପୁରୀ ବେଳାଭୁମିରେ ତିଆରି ହୋଇଛି ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ ବାଲୁକା କଳା ମାଧ୍ୟମରେ ସରସ୍ୱତୀ ପୂଜାର ଅଭିନନ୍ଦନ ଜଣାଇଛନ୍ତି । ଏହି ବାଲୁକା କଳା ପର୍ଯ୍ୟଟକ ଓ କଳାପ୍ରେମୀଙ୍କୁ ବେଶ ଆକର୍ଷିତ କରିଛି ।

ଆଜି ପବିତ୍ର ଶ୍ରୀପଞ୍ଚମୀ, କୋଭିଡ୍‌ କଟକଣା ଭିତରେ ସୀମିତ ସଂଖ୍ୟକ ପିଲାଙ୍କୁ ନେଇ ସ୍କୁଲ କଲେଜରେ ଚାଲିଛି ପୂଜା

ଭୁବନେଶ୍ବର(କେନ୍ଯୁଜ୍): ଆଜି ପବିତ୍ର ଶ୍ରୀପଞ୍ଚମୀ । ଜ୍ଞାନଦାୟିନୀ ମା' ସରସ୍ୱତୀଙ୍କ ଆରାଧନା ପାଇଁ ନାହିଁ ସେଭଳି ଉତ୍ସାହ । କୋଭିଡ୍‌ କଟକଣା ଭିତରେ ସ୍କୁଲ କଲେଜରେ ସୀମିତ ସଂଖ୍ୟକ ପିଲାଙ୍କୁ ନେଇ ମା' ବାଗ୍‌ଦେବୀଙ୍କ ପୂଜା କରାଯାଉଛି । ଶିକ୍ଷାନୁଷ୍ଠାନ ବନ୍ଦ ଥିଲେ ବି କେବଳ ସ୍କୁଲ…

ଆସନ୍ତା କାଲି ମା’ ସରସ୍ୱତୀଙ୍କ ପୂଜାର ଦିନ, ଜାଣନ୍ତୁ ଶୁଭମୁହୂର୍ତ୍ତ ଓ ପୂଜା କରିବା ବିଧି

ଆସନ୍ତା କାଲି ପବିତ୍ର ଶ୍ରୀପଞ୍ଚମୀ । ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ପୌରାଣିକ ମାନ୍ୟତା ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କ ସର୍ଜନା ହୋଇଥିଲା। ତେଣୁ ଏହି ଦିନକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ । ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା…

ବୈବାହିକ ଜୀବନରେ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ବସନ୍ତ ପଞ୍ଚମୀରେ କରନ୍ତୁ କାମଦେବ ଓ ରତୀଙ୍କ ପୂଜା, ସମସ୍ୟା…

ବସନ୍ତ ପଞ୍ଚମୀ ପର୍ବ ମାଘ ମାସରର ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ପାଳନ କରାଯାଇଥାଏ। ବାସ୍ତବରେ ବିଶ୍ୱାସ ରହିଛି ଏହି ଦିନ ବିଦ୍ୟା ଏବଂ ଜ୍ଞାନର ଦେବୀ ସରସ୍ୱତୀଙ୍କ ପୂଜା ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସମୟରେ ପ୍ରେମର ଦେବତା କାମଦେବଙ୍କ ପୂଜା ମଧ୍ୟ ହୋଇଥାଏ। ପ୍ରାଚୀନ ମାନ୍ୟତା…