Browsing Tag

sarathi baba

ହାଇକୋର୍ଟଙ୍କ ସର୍ତ୍ତ ମାନି ପ୍ରବଚନ ଦେଇ ପାରିବେ ସାରଥୀ

ଭୁବନେଶ୍ୱର (କେନ୍ୟୁଜ) : ଏଣିକି ପ୍ରବଚନ ଦେଇ ପାରିବେ ବହୁ ଚର୍ଚ୍ଚିତ ସାରଥି ବାବା । ସାରଥୀଙ୍କୁ ଅନୁମତି ଦେଲେ ହାଇକୋର୍ଟ। କୋଭିଡ କଟକଣା ମାନି ପ୍ରବଚନ ଦେବାକୁ ନିର୍ଦ୍ଦେଶ। ସର୍ବାଧିକ ଦୁଇ ଶହ ଲୋକଙ୍କୁ ନେଇ ଦେଇ ପାରିବେ ପ୍ରବଚନ।

ପ୍ରବଚନ ବିନା ରହିପାରୁ ନାହାନ୍ତି ସାରଥୀ, କୋର୍ଟକୁ ମାଗିଲେ ଅନୁମତି

ଭକ୍ତଙ୍କୁ ପୁଣି ପ୍ରବଚନ ଦେବାକୁ ମନ ବଳାଇଛନ୍ତି ସନ୍ତୋଷ ରାଉଳ ଓରଫ ସାରଥି । ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପ୍ରବଚନ ପାଇଁ ଅନୁମତି ଦେବାକୁ ଆବେଦନ କରିଛନ୍ତି । କୋର୍ଟ ରଖିଥିବା ୩ଟି ସର୍ତ୍ତକୁ କୋହଳ କରିବାକୁ ସାରଥି ତାଙ୍କ ଆବେଦନରେ ଦର୍ଶାଇଛନ୍ତି । ଗତ ୨୨ ତାରିଖରେ ହାଇକୋର୍ଟ…

ସାରଥିଙ୍କ ଗତିବିଧି ଉପରେ ନଜର ରଖିଛି କ୍ରାଇମ୍‌ବ୍ରାଞ୍ଚ, କୋର୍ଟଙ୍କ ସର୍ତ୍ତ ଅନୁସାରେ କାର୍ଯ୍ୟ କରିବ ପୋଲିସ

ସନ୍ତୋଷ ରାଉଳ ଓରଫ ସାରଥିଙ୍କୁ ନଜରରେ ରଖିଛି କ୍ରାଇମ୍‌ବ୍ରାଞ୍ଚ । ତାଙ୍କର ଗତିବିଧି ଉପରେ ରଖାଯାଇଛି ନଜର । କୋର୍ଟଙ୍କ ସର୍ତ୍ତ ଅନୁସାରେ ପୋଲିସ କାର୍ଯ୍ୟ କରିବ । ଏ ନେଇ କ୍ରାଇମ୍‌ବ୍ରାଞ୍ଚ ADG ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଗତକାଲି ଚୌଦ୍ୱାର ସର୍କଲ ଜେଲରୁ ମୁକୁଳିଛନ୍ତି ସାରଥି…

ଜେଲରୁ ମୁକୁଳିଲେ ସନ୍ତୋଷ ରାଉଳ ଓରଫ ସାରଥି

କେନ୍ଦ୍ରାପଡା (କେନ୍ୟୁଜ୍) : ଜେଲରୁ ମୁକୁଳିଲେ ସନ୍ତୋଷ ରାଉଳ ଓରଫ ସାରଥି । କେନ୍ଦ୍ରାପଡା ଏସଡିଜେଏମଙ୍କ ଅଦାଲତରେ ସାରଥିଙ୍କ ପକ୍ଷରୁ ବେଲ୍ ବଣ୍ଡ ଓ ଅନ୍ୟ କାଗଜପତ୍ର ଦାଖଲ ପରେ ହାଇକୋର୍ଟ ରିଲିଜ ଅର୍ଡର ଦେଇଛନ୍ତି । ଏହି ରିଲିଜ ଅର୍ଡର ପହଞ୍ଚିବା ପରେ ଚୌଦ୍ୱାର ଜେଲରୁ ସାରଥି ବାହାରିଛନ୍ତି…

ସନ୍ତୋଷ ରାଉଳ ଓରଫ ସାରଥୀଙ୍କୁ ମିଳିଲା ବେଲ୍, ହାଇକୋର୍ଟ ଦେଲେ ସର୍ତ୍ତମୂଳକ ଜାମିନ

୪ ବର୍ଷ ପରେ ଚୌଦ୍ୱାର ଜେଲରୁ ମୁକୁଳିବେ ସନ୍ତୋଷ ରାଉଳ ଓରଫ ସାରଥୀ। କେନ୍ଦ୍ରାପଡ଼ା ଥାନାରେ ମମତା ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । ପୂର୍ବରୁ ସାରଥୀଙ୍କୁ ଅନ୍ୟ ଦୁଇଟି ମାମଲାରେ ସର୍ତ୍ତମୂଳକ ଜାମିନ ମିଳିଥିଲା। ଏବେ…

ସାରଥୀଙ୍କୁ ମିଳିଲା ଜାମିନ୍‌, ୩ଟି ମାମଲାରେ ଜେଲରେ ଥିଲେ ସନ୍ତୋଷ ରାଉଳ

କଟକ : ସାରଥୀଙ୍କୁ ମିଳିଲା ଜାମିନ୍‌। ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ୨ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍‌ ମିଳିଛି। ସାରଥୀଙ୍କ ଓକିଲ ମାନସ ଚାନ୍ଦ ଏନେଇ ସୂଚନା ଦେଇଛନ୍ତି। ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

କୋର୍ଟରେ ହାଜର ହେଲେ ସାରଥି ବାବା

ଓଡିଶା ବାସୀ ଭୁଲି ନଥିବେ କେଳେଙ୍କାରୀ ବାବା ସାରଥୀଙ୍କୁ । ଆଜି କୋର୍ଟରେ ହାଜର ହେଲେ ସାରଥି ବାବା । ଏସସିଏସଟି କୋର୍ଟରେ ହାଜର ହୋଇଛନ୍ତି ସାରଥି ବାବା ଓରଫ ସନ୍ତୋଷ ରାଉଳ । କ୍ରାଇମବ୍ରାଞ୍ଚର ମୂଳ ମାମଲାର ଚାର୍ଜଫ୍ରେମ୍ ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ କୋର୍ଟରେ ଅନ୍ୟ…